banner
Breaking
Monthly Archives

November 2021

୧୪୨ଟି ରୁପାନ୍ତର ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ,…
Read More...

ବନ୍ଧୁକ ଦେଖାଇ ଟଙ୍କା ଲୁଟ

ବାରିପଦା,୧୧ା୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବଡ଼ସାହି-ମାଣତ୍ରୀ ରାସ୍ତାର ମାଳହାତୀଠାରେ ଥିବା ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କିଛି ଦୃର୍ବୃତ୍ତ ବନ୍ଧୁକ ଦେଖାଇ ୭ହଜାର ଟଙ୍କା ଲୁଟି ନେଇଛନ୍ତି ା ଏହି ସଂକ୍ରାନ୍ତରେ ପେଟ୍ରୋଲ ପମ୍ପର ମାଲିକ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ…
Read More...

ଜୁନିୟର ହକି ବିଶ୍ବକପ୍ ପାଇଁ ତିନି ଓଡିଶା ଖେଳାଳି ମନୋନୀତ

ଭୁବନେଶ୍ବର,୧୧।୧୧: ହକି ଇଣ୍ଡିଆ ପକ୍ଷରୁ ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଟିମରେ ଓଡିଶାରୁ ୩ଜଣଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ। ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ତେବେ…
Read More...

ଡିସେମ୍ବରରେ ଅବସର ନେବେ ପୋଲିସ ମୁଖ୍ୟ ଅଭୟ। ନୂଆ ବର୍ଷରୁ ନୂଆ ଡିଜିପି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଡିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ। ତାଙ୍କ ଅବସର ନେଇ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି । ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡିଜିପି ଅଭୟ। ଏଣୁ ନୂଆବର୍ଷରେ ରାଜ୍ୟକୁ ନୂଆ ଡିଜିପି ମିଳିବା ନେଇ ଗୁରୁବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ…
Read More...

ଏନସିବିର ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବେ ନିଯୁକ୍ତ ହେଇଛନ୍ତି। ପୂର୍ବରୁ ସେ ଏନ୍‌ସିବିର ଅତିରିକ୍ତ ଦାୟିତ୍ୱରେ ଥିଲେ। ଏବେ ସରକାର ସତ୍ୟ ନାରାୟଣଙ୍କୁ ୨୦୨୪ ଯାଏ ନିୟମିତ ନିଯୁକ୍ତି ଦେଇଛନ୍ତି। ସେ ପରବର୍ତ୍ତୀ ଆଦେଶ କିମ୍ବା ଅବସର ପର୍ଯ୍ୟନ୍ତ ଡିଜି…
Read More...

ଫ୍ରାନସରେ କରୋନାର ପଞ୍ଚମ ଲହର

ପ୍ୟାରିସ୍‌,୧୧।୧୧: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣର ପଞ୍ଚମ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ଓଲିଓ୍ବିୟର ଓ୍ବେରନ ଦେଶରେ ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ଅନ୍ୟ ଲହର…
Read More...

ଖୁବଶୀଘ୍ର ଆସିବ ଓଡିଆ ସିନେମା ମନ ମୋର କାଗଜ ଗୁଡି

ଭୁବନେଶ୍ୱର : ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡ଼ି’ର ପୋଷ୍ଟ ପ୍ରଡକ୍ସନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ ଖୁବ୍‌ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ଏହାର କାହାଣୀ ଗତିଶୀଳ। ଏଥିରେ ମଧ୍ୟ ଇମୋଶନ,…
Read More...

ଅଭିଭାବକଙ୍କ ମୃତ୍ୟୁ ହେଲେ ଝିଅ ମଧ୍ୟ ଚାକିରୀ ପାଇପାରିବେ।

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ମୃତ ଅଭିଭାବକଙ୍କ କୋଟାରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
Read More...

ଖୁସି ଖବର , ଖୁବଶୀଘ୍ର ଆସିବ କରୋନା ଔଷଧ

ନୂଆଦିଲ୍ଲୀ,୧୧।୧୧: ଖୁସି ଖବର। ଏବେ ବଜାରରେ ମେଡ୍‌ ଇନ୍‌ ଇନ୍‌ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍‌ ମିଳିବ। ଖୁବ୍‌ ଶୀଘ୍ର ଏହାର ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବ। ଏହାଦ୍ୱାରା କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ଆଉ ଏକ ନୂଆ ଅସ୍ତ୍ର ପାଇପାରିବ। ଏହି କ୍ୟାପସୁଲ୍‌ ଦ୍ୱାରା…
Read More...

ଭୁବନେଶ୍ୱରରେ ଖୋଲିଲା “ଇଣ୍ଡଲଜ୍‌” ବ୍ରାଇଡ଼ାଲ୍ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍‌ତାବ ସିବଦଶାନୀ ଉଦ୍‌ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ ସେମାନଙ୍କର ପରିବାର…
Read More...