banner
Breaking
Monthly Archives

May 2021

ଶପଥ ଗ୍ରହଣ କଲେ ମମତା ବାନାର୍ଜୀ।

କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ତୃତୀୟ ଥର ପାଇଁ ବୁଧବାର ୧୦ଟା ୪୫ରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜଗଦୀପ୍‌ ଧାନଖାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍‌…
Read More...

ପିଲାଙ୍କ ସ୍କୁଲ ଫି କମାଇବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ।

ନୂଆଦିଲ୍ଲୀ:କରୋନା ମହାମାରୀ ପାଇଁ ଦେଶରେ ବିଦ୍ୟାଳୟଗୁଡିକୁ ବନ୍ଦ ରଖାଯାଇଛି। ଫଳରେ ବିଦ୍ୟାଳୟଗୁଡିକ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ତେବେ ଏହି ଅନଲାଇନ ପାଠପଢା ପାଇଁ ଘରୋଇ ବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରୁଥିବା ଦେୟ (ଫି’) ନିଶ୍ଚିତ ହ୍ରାସ…
Read More...

ବିଜୁ ଛାତ୍ର ଜନତା ଦଳର କୋଭିଡ୍ ସଚେତନତା କାର୍ଯ୍ୟକ୍ରମ।

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ କୋଭିଡ୍ ନିୟନ୍ତ୍ରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ…
Read More...

କିଟ ଛକରେ ରେଷ୍ଟ୍ରୁରାଣ୍ଟ ଓ ଦୋକାନରେ ଲାଗିଲା ନିଆଁ।

ଭୁବନେଶ୍ବର,୫/୫(ବ୍ୟୁରୋ): ଗତକାଲି ସନ୍ଧ୍ୟା ସାଢ଼େ ୮ଟା ସମୟରେ ଭୁବନେଶ୍ବର କିଟ୍‌ ରୋଡ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ପାଖାପାଖି ଦେଢ଼ଘଣ୍ଟା କାଳ ରେଷ୍ଟୁରାଣ୍ଟରେ ନିଆଁ ଲାଗିରହିଥିଲା। ରେଷ୍ଟୁରାଣ୍ଟ ସହ ଏହାର ସଂଲଗ୍ନ ଦୋକାନଗୁଡ଼ିକ…
Read More...

ରାଜ୍ୟରେ ଆଜି ପୁଣି ୯୮୮୯ ପଜିଟିଭ ଚିହ୍ନଟ ଓ ୧୬ ମୃତ।

ଭୁବନେଶ୍ୱର,୫/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୮୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ଗୋଟିଏ…
Read More...

ଲକଡାଉନ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା।

ଭୁବନେଶ୍ୱର,୫/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ରୋକିବା ଉଦ୍ଦେଶ୍ୟରେ ଆଜିଠାରୁ ଲକଡାଉନ ଲାଗୁ ହୋଇଛି। ଲୋକମାନେ କିଭଳି ଘରୁ ବାହାରକୁ ନ ଆସିବେ, ସେ ନେଇ କମିସନରେଟ ପୁଲିସ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଲକଡାଉନ କାଳରେ ଯେଭଳି କୌଣସି ବ୍ୟକ୍ତି ଥାନାକୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପରିବାରରେ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ସ୍ବଜନ ଶତ୍ରୁତା ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ସୂଚନା ରହିଛି। ଅବଶ୍ୟ ଦ୍ୱିଜା ନକ୍ଷତ୍ର ଲକ୍ଷ୍ୟ ହାସଲ କରିବାରେ…
Read More...

5G ଟ୍ରାଏଲ ପାଇଁ ଅନୁମତି।

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ, ରିଲାଏନ୍ସ ଜିଓଇନଫୋକମ୍‌, ଭୋଡାଫୋନ ଆଇଡିଆ ଓ ଏମ୍‌ଟିଏନ୍‌ଏଲ୍‌ ଦେଶର ବିଭିନ୍ନ ଅର୍ଦ୍ଧ ସହରୀ ଓ…
Read More...

ମନୋଜ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୫(ବ୍ୟୁରୋ): ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ…
Read More...

ଜେଇଇ ମେନ୍ ପରୀକ୍ଷା ସ୍ଥଗିତ।

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ମେ’ ସେସନକୁ ସ୍ଥଗିତ ରଖାଯାଇଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏପ୍ରିଲ ସେସନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ…
Read More...