banner
Breaking
Monthly Archives

May 2021

ଅନଲାଇନରେ ମିଳିବ ମଦ।

ଭୁବନେଶ୍ୱର,୧୩।୫: ଏଣିକି ଲକ୍‌ଡାଉନରେ ହୋମ ଡେଲିଭରି ହେବ ମଦ । ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ଦୋକାନୀ ମଦ ଡେଲିଭରି କରିପାରିବେ। ଏପରିକି ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ମଦ ଡେଲିଭରି ଦେଇପାରିବେ। ଏନେଇ ଅବକାରୀ କମିଶନରଙ୍କୁ ଜଣାଇଛନ୍ତି ଅବକାରୀ ସଚିବ। ଜିଲାପାଳଙ୍କ ନିର୍ଦ୍ଦେଶରେ…
Read More...

ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ୬୭ ଗିରଫ।

କଟକ,୧୩।୫: କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଏମ୍‌ସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତିବାସିନ୍ଦାଙ୍କୁ ଗିରଫ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିବିଭିନ୍ନ ପ୍ରକାର ସମସ୍ୟା ହେତୁ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ବୃଷ:-ଆଜି…
Read More...

ବ୍ଲାକ ଫଙ୍ଗସ କଣ ? କଣ କହିଛନ୍ତି ଡାକ୍ତର ଜାଣନ୍ତୁ।

ଭୁବନେଶ୍ୱର,୧୨/୫ : କରୋନା କାଳରେ କଳାଦାଗ (ବ୍ଲାକ୍‍ ଫଙ୍ଗସ ବା ମ୍ୟୁକୋର୍ମାଇକୋସିସ୍‍) ରୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ଜନସାଧାରଣ ଆତଙ୍କିତ ନହେବାକୁ ରାଜ୍ୟ ଭେଷଜ ଶିକ୍ଷା ତାଲିମ ନିର୍ଦେଶକ ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି। ଡାକ୍ତର କହିଛନ୍ତି ଏହା କରୋନା…
Read More...

ରାଧେର ରିଲିଜ ଭବିଷ୍ୟତ କହିଲେ ସଲମନ।

ମୁମ୍ବାଇ,: ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘ ରାଧେ : ଇୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ବକ୍ସି ଅଫିସରେ ଖାତା ଖୋଲିପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଏହି ଫିଲକୁ ପ୍ରଡ୍ୟୁସ…
Read More...

୨ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ଟିକା ପରୀକ୍ଷା।

ନୂଆଦିଲ୍ଲୀ,୧୨।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ ପିଲାଙ୍କଠାରୁ ଆରମ୍ଭ କରି ୧୮…
Read More...

ସଞ୍ଜୟ ସିଂହ ହେଲେ ବିଏମସି କମିଶନର।

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବଦଳିଛନ୍ତି। ବିଏମ୍‌ସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସିଂହ ୧୯୯୭ ବ୍ୟାଚର ଆଇଏଏସ…
Read More...

କେଉଁଦିନ ସରିବ କରୋନାର ଦ୍ବିତୀୟ ଲହର , ଜାଣନ୍ତୁ ବିଶେଷଜ୍ଞଙ୍କ ମତ।

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କେବେ ଦ୍ୱିତୀୟ ଲହରରୁ ଭାରତକୁ ମୁକ୍ତି ମିଳିବ ନେଇ ଅଶୋକ ବିଶ୍ୱବିଦ୍ୟାଳୟର ତ୍ରିବେଦି ସ୍କୁଲ୍‌ ଅଫ୍‌ ବାୟୋ ସାଇନ୍ସ୍‌ର ନିର୍ଦ୍ଦେଶକ ଖ୍ୟାତି ସମ୍ପନ୍ନ ଭୂତାଣୁ ବିଶେଷଜ୍ଞ…
Read More...

ରାଜ୍ୟରେ ଆଜି ପୁଣି ୧୦,୯୮୨ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୧୨/୫(ବ୍ୟୁରୋ):ରାଜ୍ୟରେ ଆଜି ପୁଣି ୧୦, ୯୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧିପାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ନୂଆ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ଆପଣଙ୍କ ଦୃଢ ଓ କଠୋରକ୍ତି ଫଳରେ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ଭଲ କହୁଥିବା ଲୋକଟି ପଛରେ ସମାଲୋଚନା କରୁଥିବା ଶୁଣିବାକୁ ପାଇବେ। ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ…
Read More...