banner
Breaking
Monthly Archives

May 2021

ଓଡିଶାରେ ଏମସିଏଲକୁ ହସ୍ପିଟାଲ ପାଇଁ ଅନୁମତି ଦେଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର।

ଭୁବନେଶ୍ୱର,୧୪।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟରେ ମେଡିକାଲ ଭିତ୍ତିଭୂମିର ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅନୁରୋଧକୁ ପ୍ରାଥମିକତା ଦେଇ ସକାରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌…
Read More...

ରାଜ୍ୟରେ ଆଜି ୧୨,୩୯୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୫୪୫୨ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
Read More...

ଘୁଞ୍ଚିଲା ୟୁପିଏସସି ପରୀକ୍ଷା।

ନୂଆଦିଲ୍ଲୀ, ୧୪।୫(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଚଳିତ ବର୍ଷ ଜୁନ୍‌ରେ ହେବାକୁ ଥିବା ସିଭିଲ୍‌ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ ସେବା…
Read More...

ପ୍ରଶାସନିକ ଅବ୍ୟବସ୍ଥା, କରୋନା ଟିକାକରଣ କେନ୍ଦ୍ରରେ ସଂକ୍ରମଣ ଆଶଙ୍କା

କୋରାପୁଟ,୧୩/୫:-ଦେଶରେ ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଏବେ ୪୫ ବର୍ଷରୁ ୭୦ ବର୍ଷ ବୟସ୍କର ବ୍ୟକ୍ତିମାନଙ୍କୁ ପ୍ରତିଷେଧ ଭ୍ୟାକ୍ସିନ ଦିଆଯାଉଛି। ସରକାର ଏହି ଭ୍ୟାକ୍ସିନ…
Read More...

ବରିଷ୍ଟ ଶିକ୍ଷୟିତ୍ରୀଙ୍କ ଦେହାନ୍ତ

କରୋନା ଦିନକୁ ଦିନ ବେକାବୁ ହେବାରେ ଲାଗିଛି।ବିଭିନ୍ନ ନୀତିନିୟମ,ସଚେତନ ହେବା ସତ୍ତ୍ବେ କରୋନା ଆକ୍ରାନ୍ତ ବଢିବା ସହ ମୂଲ୍ଯବାନ ଜୀବନ ଚାଲି ଯାଉଛି।ଠିକ୍ ସେଭଳି କୋରାପୁଟ ବ୍ଲକ ଅନ୍ତର୍ଗତ ଫୋରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଂଯୁକ୍ତା ପଟ୍ଟନାୟକଙ୍କ ଦେହାନ୍ତ…
Read More...

ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ବତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର,୧୩/୫(ବ୍ୟୁରୋ): ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି l ଏହି ସାରସ୍ୱତ ଆଲୋଚନା…
Read More...

ଟେଷ୍ଟ ରାଙ୍କି°ରେ ଭାରତ ନମ୍ବର ୧

ନୂଆଦିଲ୍ଲୀ, ୧୩।୫: ଆଇସିସି ପକ୍ଷରୁ ଗୁରୁବାର ତାଜା ଟେଷ୍ଟ ଟିମ୍‌ ର଼୍ୟାଙ୍କିଂ ଜାରି କରାଯାଇଛି। ଏଥିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲିଷ୍ଟ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟିମ୍‌କୁ ଗୋଟିଏ ରେଟିଂ ପଏଣ୍ଟ ମିଳିଥିଲା।…
Read More...

ସମଗ୍ର ବିଶ୍ବକୁ ଟିକା ଯୋଗାଇବାର ଦକ୍ଷତା ଭାରତ ପାଖରେ ଅଛି।

ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବାରୀ ଓ’ ଫରେଲ୍‌। ଏଥିସହ ଅଷ୍ଟ୍ରେଲିଆରୁ ପଠାଯାଇଥିବା ୧୦୫୬ ଭେଣ୍ଟିଲେଟର,…
Read More...

ପ୍ରାତଃ ଭ୍ରମଣ ବନ୍ଦ। କଳାବଜାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଲକ୍‌ନାଉନ୍‌, ଶଟ୍‌ଡାଉନ୍‌ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଶେଷକରି କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ସଂକ୍ରମଣ ଅଧିକ ବଢ଼ୁଛି। ତେଣୁ କମିଶନରେଟ୍‌ ପୋଲିସ କଠୋର ଆଭିମୁଖ୍ୟ ଆପଣାଇଛି। ପୂର୍ବରୁ ଜାରି କଟକଣାକୁ ଅଧିକ…
Read More...

ଟେଷ୍ଟ ନକରି ରିପୋର୍ଟ ଆସିଲା ପଜିଟିଭ।

ଭଞ୍ଜନଗର,୧୩।୫: କରୋନା ଆତଙ୍କ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ନ କରି ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିବା ଓ ପରେ ଏହା ଭୁଲ ସୂଚନା ବୋଲି କୁହାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବେଲଗୁଣ୍ଠା ବ୍ଲକ ପଣ୍ଡାବଞ୍ଜର ସାହିର କିଛି…
Read More...