banner
Breaking
Monthly Archives

May 2021

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର, ୧୭/୦୫- ପ୍ରଖ୍ୟାତ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ରବିବାର ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା। ଦୀର୍ଘ ଦୁଇ ମାସ ଧରି ସେ ଅସୁସ୍ଥ ରହିଥିଲେ। ସ୍ବର୍ଗତ ଘନଶ୍ୟାମ ଧଳ ୧୯୩୨ମସିହା ମେ' ମାସ ୩୧ ତାରିଖରେ କେନ୍ଦ୍ରାପଡ଼ା…
Read More...

ରାଜ୍ୟରେ ଆଜି ପୁଣି ୧୦,୭୫୭ ପଜିଟିଭ ଚିହ୍ନଟ ଓ ୨୨ ମୃତ।

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୧୦,୭୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରାଣ୍ଟାଇନ୍‌ରୁ ଥିଲାବେଳେ ୪୭୩୩ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ ୯୭୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୯୦୯ ଜଣ, ସୁନ୍ଦରଗଡ ଜିଲାରୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ସବୁ କଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍‌ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ନିର୍ମାଣ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସମସ୍ୟା ସମାଧାନର ସୂଚନା ପ୍ରାପ୍ତ ହେବ। ମୁଖ୍ୟ ଭାବରେ…
Read More...

ନୂଆ ଷ୍ଟେନକୁ ରୋକିପାରିବ କୋଭାକ୍ସିନ ଟିକା।

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା କରୋନାର ନୂଆ ରୂପ ବିରୋଧରେ ପ୍ରଭାବଶାଳୀ ହେବ କି…
Read More...

ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ।

ପୁରୀ,୧୬।୫: ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଜଗା ଦର୍ଶନ ମିଳିପାରିବ ନାହିଁ। କୋଭିଡ୍‌-୧୯ ସଂକ୍ରମଣ ହାର ବଢ଼ୁଥିବାରୁ ରବିବାର ଶ୍ରୀମନ୍ଦିର ଏବଂ ଜିଲା ପ୍ରଶାସନର ସମ୍ମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ।
Read More...

ଆସନ୍ତାକାଲି ଠାରୁ ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚିବ ବିଏମସି।

ଭୁବନେଶ୍ୱର, ୧୬।୫ – ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଘରକୁ ଘର ଟିକାକରଣ ଓ କୋଭିଡ୍‌ ଟେଷ୍ଟ ପ୍ରକ୍ରିୟା। ଏଥି ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କରାଯାଇଛି ବ୍ୟବସ୍ଥା। ସକାଳ ୮ଟାରୁ ୧୧ଟା ମଧ୍ୟରେ ଟୋଲ ଫ୍ରି ନଂ…
Read More...

ଖୁସି ଖବର। ଆଜି ରାଜ୍ୟରେ ସର୍ବାଧିକ ୧୨,୦୭୭ ଜଣ ସୁସ୍ଥ ହେଲେ।

ଭୁବନେଶ୍ବର,୧୬/୫(ବ୍ୟୁରୋ): ଖୁସି ଖବର । ଆଜି ରାଜ୍ୟରେ ପୁଣି ୧୨୦୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୧୪୫୩୨କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ…
Read More...

ଭୁବନେଶ୍ୱରରେ କମୁନି ସ°କ୍ରମଣ। ଆଜି ୧୩୫୩ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ପୁଣି ୧୩୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୧୮ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ…
Read More...

ଗାଁ କୁ ଯାଇ ପଢାଇବେ ଶିକ୍ଷକ।

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ବନ୍ଦ ରହିଛି। ଗତବର୍ଷଠାରୁ ଏଯାବତ୍‌ ବିଦ୍ୟାର୍ଥୀ ଶ୍ରେଣୀଗୃହ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟରେ ଗତବର୍ଷ ଅନ୍‌ଲାଇନ୍‌(ଆଭାସି) ଭାବେ ପାଠପଢା କରାଯାଇଥିଲେ ମଧ୍ୟ ନେଟୱାର୍କ…
Read More...

ଗଜା ଉପରେ ଆକ୍ରମଣ କଲା ଇସ୍ରାଏଲ।

ଜେରୁଜେଲମ,୧୬/୫ : ହାମାସ୍‍ ଆତଙ୍କି ଆକ୍ରମଣର କଡା ଜବାବ ଦେବାକୁ ଯାଇ ଗାଜା ଅଞ୍ଚଳରେ ଜୋରଦାର ପ୍ରତିଆକ୍ରମଣ କରିଛି ଇସ୍ରାଏଲୀ ସେନା। ଇସ୍ରାଏଲ ଆକ୍ରମଣେ ଗାଜାରେ ଥିବା ଏକ ବହୁତଳ କୋଠା ଧୂଳିସାତ୍‍ ହୋଇଯାଇଛି। ସେହି ୧୩ ମହଲା ବିଶିଷ୍ଟ କୋଠାରେ ଆମେରିକୟ ଖବର ସରବରାହ ସଂସ୍ଥା ଆସୋସିଏଟେଡ…
Read More...