banner
Breaking
Monthly Archives

April 2021

ବାଗଚୀ ଦ୍ବୟଙ୍କ ଅନୁଦାନରେ ଯାଜପୁରରେ ନିର୍ମିତ ହେଲା ବୃହତ ଚକ୍ଷୁ ହସ୍ପିଟାଲ।

ଯାଜପୁର : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଓ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚିଙ୍କ ସହାୟତାରେ ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଣ୍ଡା ସାହିରେ ଏକ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ ନିର୍ମାଣ ଚାଲିଛି। ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବାର…
Read More...

ଜେଇଇ ମନ୍ ପରୀକ୍ଷା ସ୍ଥଗିତ।

ଭୁବନେଶ୍ୱର,୧୮/୪(ବ୍ୟୁରୋ): ୨୦୨୧ ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖାଯାଇଛି। ଏ ନେଇ ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଘୋଷଣା କରିଛି। ଚଳିତ ମାସ ୨୮, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା କରୋନାର ସାନି ସଂକ୍ରମଣକୁ…
Read More...

କୁମ୍ଭମେଳା ଫେରନ୍ତାଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ।

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ତଥା କୁମ୍ଭମେଳାରୁ ଓଡ଼ିଶା ଫେରୁଥିବା ଲୋକଙ୍କୁ ଆର୍‌ଟି-ପିସିଆର ରିପୋର୍ଟ…
Read More...

ରାଜ୍ୟରେ ଆଜି ପୁଣି ୩୬୬୪ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୩,୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୭ ଜଣ ସ୍ଥାନୀୟ ସ°କ୍ରମିତ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ଚନ୍ଦ୍ର ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ମାର୍ଗରେ ଅନୁଧାବିତ କରାଇପାରନ୍ତି। ତଥାପି କେତେକ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସମ୍ପର୍କୀୟମାନଙ୍କ…
Read More...

ଶିଳ୍ପାନୁଷ୍ଠାନ ପୂର୍ବପରି ଚାଲୁରହିବ।

ଭୁବନେଶ୍ବର,୧୭/୪(ବ୍ୟୁରୋ):ନାଇଟ୍‌ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‌ଡାଉନ୍‌ ସତ୍ତ୍ବେ ଶିଳ୍ପାନୁଷ୍ଠାନ ଚାଲିବ। ଗାଇଡ୍‌ଲାଇନ୍‌ ସହ ଶିଳ୍ପାନୁଷ୍ଠାନ ଚାଲିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କଡ଼ାକଡ଼ି…
Read More...

ପୂର୍ବଦୋୟ ଭାରତ ବିକାଶ କ୍ଷେତ୍ରରେ ମୋଦି ସରକାର

କଲକାତା: ମୋଦି ସରକାରଙ୍କ ମନ୍ତ୍ର ‘ରିଫର୍ମ, ପର୍ଫମ ଏବଂ ଟ୍ରାନ୍ସଫର୍ମ’ ଅର୍ଥାତ୍ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତନ ଦେଶର ଅର୍ଥନୀତିକୁ ପୁର୍ନଜୀବିତ କରିଛି ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ଆମର କ୍ଷମତାକୁ ଶକ୍ତି ଯୋଗାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

୧୩ ରେ ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ।

ଭୁବନେଶ୍ବର,୧୭/୪(ବ୍ୟୁରୋ):ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ମେ’ ୧୩ରେ ପିପିଲି ଉପନିର୍ବାଚନ ହେବ ଏବଂ ଏହିଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ…
Read More...

କେନ୍ଦ୍ରକୁ ନବୀନଙ୍କ ଚିଠି।

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଖୋଲା ବଜାରରେ କରୋନା ଟିକା ମିଳୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଲା ବଜାରରେ ଟିକା ମିଳିଲେ ସାଧାରଣ ବର୍ଗର ଲୋକେ ଏହାକୁ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
Read More...

ହାଇଦର କରୋନା ପଜିଟିଭ। ରିମାଣ୍ଡର ସ୍ଥଗିତ।

କଟକ,୧୭/୪(ବ୍ୟୁରୋ): କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନାରେ ଧରା ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି। ଗତକାଲି ପ୍ରଥମେ ହାଇଦରର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ରିପୋର୍ଟ ନେଗେଟିଭ…
Read More...