banner
Breaking
Monthly Archives

April 2021

ପଶ୍ଚିମବଙ୍ଗ ନିର୍ବାଚନ ହି°ସାରେ ୪ ମୃତ୍ୟୁ।

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍‌ ପାଟକିଠାରେ ବୁଥ୍‌ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତିି। ଏଠାରେ ଫାଏରିଙ୍ଗ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୪ ଜଣ ଆହତ ହୋଇଥିବା…
Read More...

ଏସସିବି ନର୍ସିଂ କଲେଜ ହଷ୍ଟେଲ ବନ୍ଦ।

କଟକ ଅଫିସ,୧୦।୪: କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ନେଇ ଶନିବାର ଘୋଷଣା ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଏସିଏସ୍‌ (ସ୍ବାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ…
Read More...

ଏମାର ମଠରୁ ମିଳିଲା ୪ ରୁପା ଇଟା।

ପୁରୀ , ୧୦।୪: ପୁରୀ ଏମାର ମଠର ୪ ନଂ. କଠୋରୀରୁ ରୁପା ଇଟା ମିଳିଛି । ୮ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱ ଥିଲା ବୋଲି ଜଣାଯାଇଛି । ପ୍ରକାଶ ଯେ, ଶୁକ୍ରବାର ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ଯ୍ୟଭାର…
Read More...

କ°ଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା।

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି। ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ…
Read More...

କରୋନା ଟିକା ନେଲେ କଣ ଲାଭ ମିଳେ ଜାଣନ୍ତୁ।

ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କରୋନା ଟିକା ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଶା ଆଶଙ୍କା ସୃଷ୍ଟି…
Read More...

ଜାତୀୟ ସ୍ତରରେ ଓଡ଼ିଶାର ଟିକାକରଣ ହାର ଅଧିକ। କେନ୍ଦ୍ର ଦେଉନାହିଁ ଟିକା।

ଭୁବନେଶ୍ୱର,୧୦/୪ : ଆସନ୍ତା ୧୧ରୁ ଦେଶତମାମ ଟିକା ଉତ୍ସବ ପାଳନ ହେବ; ହେଲେ ରାଜ୍ୟରେ ଟିକାର ଅଭାବ ଏପର୍ୟ୍ୟନ୍ତ ମେଣ୍ଟିଲା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଅଢ଼େଇ ଲକ୍ଷରୁ ୩ଲକ୍ଷ ପର୍ୟ୍ୟନ୍ତ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ଟିକା ଅଭାବରୁ ଅଭିଯାନ ଆଗେଇ ପାରୁନାହିଁ ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆକସ୍ମିକ ଯାତ୍ରା କିମ୍ବା ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଅଶ୍ୱିନୀ ନକ୍ଷତ୍ର ବିଶେଷ ଭ୍ରମଣଜନିତ ଶାରୀରିକ କ୍ଲାନ୍ତି ଓ ଅବସାଦ ସାୟାହ୍ନେ ଅନୁଭବ କରିବେ। ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ…
Read More...

ନାବାଳିକାକୁ ବଳତ୍କାର ଉଦ୍ୟମ।

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମାଲା(ନଂ.୧୫୯/୨୧)…
Read More...

ଭୁବନେଶ୍ୱରରେ କାୟା ମେଲାଉଛି କରୋନା। ଆଜି ୧୫୦ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୯।୪(ବ୍ୟୁରୋ): ରାଜଧାନୀରେ ପୁଣିଥରେ କାୟା ମେଲାଉଛି କରୋନା। ଶୁକ୍ରବାର ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୫୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୧୧୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କ…
Read More...

ଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍ବାମୀ ସ୍ତ୍ରୀ ପିଟାପିଟି।

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେବା ପରେ ପରିସ୍ଥିତି ଶାନ୍ତ…
Read More...