banner
Breaking
Monthly Archives

January 2021

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ।

ନୂଆଦିଲ୍ଲୀ,୯ ।୧: ଦେଶ ଗୋଟିଏ ପଟେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଚିନ୍ତା ବଢାଇଲାଣି ବାର୍ଡଫ୍ଲୁ । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ ହୋଇ ପଡିଥିବା ବେଳେ ଏବେ ସେଠାରେ ବାର୍ଡଫ୍ଲୁ ବି ଆଉ ଏକ ସମସ୍ୟା ହୋଇ ଉଭା ହେଲାଣି । ଦିଲ୍ଲୀର ମୟୁର ବିହାରର ଏକ ପାର୍କ ନିକଟରେ…
Read More...

ଜାତୀୟ ସଂହତି ଓ ଏକତାର ପ୍ରତୀକ ବିନ୍ଦୁ ସାଗରର ପ୍ରତି ଜଳବିନ୍ଦୁ ପବିତ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୯/୧(ଓଡ଼ିଆ ନ୍ୟୁଜ): ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର। ବିନ୍ଦୁ ସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ,…
Read More...

ରାଜ୍ୟରେ ଆଜି ୨୦୬ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୯/୧(ଓଡ଼ିଆ ନ୍ୟୁଜ):ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବା ସହ ୩୦୦ ମଧ୍ୟରେ ସୀମିତ ରହୁଛି। ରାଜ୍ୟରେ ଆଜି ପୁଣି ଆଉ ୨୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୯ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୭ ଜଣ ଅଛନ୍ତି। ରାଜ୍ୟରେ ମୋଟ…
Read More...

ହ୍ବାଟସଆପର ନୂତନ ନିୟମ।

ଭୁବନେଶ୍ୱର, (ବ୍ୟୁରୋ) : ହ୍ଵାଟସଆପରେ ହେବାକୁ ଯାଉଛି ନୂଆ ପରିବର୍ତ୍ତନ। ଫେସବୁକ୍ ମାଲିକାନା ମଲ୍ଟିମିଡ଼ିଆ ମେସେଜିଂ ଆପ୍ ହ୍ବାଟସଆପ୍ ଫେବୃଆରୀ ୮ରୁ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି। ଯାହା ଅନୁଯାୟୀ ହ୍ବାଟସ ଆପ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ପାର୍ଟନର…
Read More...

କରୋନା ଟିକା ସୁରକ୍ଷିତ ପାଇଁ ହେଲା ସ୍ବତନ୍ତ୍ର ବ୍ୟବସ୍ଥା।

ଭୁବନେଶ୍ୱର, (ବ୍ୟୁରୋ) : କରୋନା ମହାମାରୀକୁ ମୂଳପୋଛ କରିବା ଲାଗି ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଓଡ଼ିଶା ଆସିବ। ଏହି ସମୟରେ ଟିକା ବାଟମାରଣା ହେବା ସହିତ ପ୍ୟାକେଟରେ ଖାଲି ଭଏଲ ଆସିପାରେ। ଏମିତିକି ବାଟରେ ଭେଜାଲ ହେବାର ଆଶଙ୍କାକୁ ଏଡାଯାଇ ନପାରେ। ଏସବୁକୁ ଦୃଷ୍ଟିରେ ରଖି…
Read More...

ରାଜ୍ୟରେ ଆଜି ୨୪୫ ପଜିଟିଭ୍ ଚିହ୍ନଟ ଓ ୨ ମୃତ।

ଭୁବନେଶ୍ୱର,୮।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ରେ ପହଞ୍ଚିଛି।…
Read More...

୨ ନମ୍ବର ଓ୍ବାର୍ଡରେ ବିଜେଡିର କର୍ମୀ ସମ୍ମିଳନୀ ଓ କମ୍ବଳ ବଣ୍ଟନ।

ଭୁବନେଶ୍ୱର : କୋରନା ମହାମାରୀ ବିଭୀଷିକାର ବହୁଦିନ ପରେ ଆଜି ଶିଖର ଚଣ୍ଡୀ ନଗର ଅନ୍ତର୍ଗତ ୱାର୍ଡ ନଂ-୨ ରେ ବିଜୁଜନତା ଦଳ ତରଫରୁ ଏକ କର୍ମ୍ମୀ ସମ୍ମିଳନୀ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର ସାଙ୍ଗଠଟିକ ଜିଲ୍ଳା ଉପସଭାପତି ମିହିର କୁମାର ରାଉତଙ୍କ ନେତୃତ୍ୱରେ…
Read More...

ପରୀ ହତ୍ୟାକାଣ୍ଡର ନୂଆ ମୋଡ।

ନୟାଗଡ଼ ,୬ା୧: ବହୁ ଚର୍ଚ୍ଚିତ ନୟାଗଡ଼ ସଦର ଥାନା ପରୀ ହତ୍ୟା ଓ ବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ଅଭିଯୁକ୍ତ କଲେଜ ଛାତ୍ର ଜଣେ ନାବାଳକ ବୋଲି ମଙ୍ଗଳବାର ନୟାଗଡ଼ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ କରିବା ପାଇଁ ଏସ୍‌ଆଇଟି କରିଥିବା…
Read More...

ଜାନୁଆରୀ ୨୯ରୁ ବଜେଟ ଅଧିବେଶନ।

ନୂଆଦିଲ୍ଲୀ : ଚଳିତ  ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ ୨ଟି ଭାଗରେ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ଭାଗ ମାର୍ଚ୍ଚ…
Read More...

ଆଗାମୀ ୧୦ ଦିନ ମଧ୍ୟରେ ହେବ ଟୀକାକରଣ।

ନୂଆଦିଲ୍ଲୀ : ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକାକୁ ମଞ୍ଜୁରୀ ମିଳିବାର ୧୦ ଦିନ ପରେ ରୋଲ୍‌ଆଉଟ୍‌ ହୋଇପାରେ। ଟିକାକୁ ଜାନୁଆରୀ ୩ରେ ମଞ୍ଜୁରୀ…
Read More...