banner
Breaking
Yearly Archives

2020

ମହିଳାଙ୍କୁ ନୃଶ°ସ ଭାବେ ହତ୍ୟା।

ଭଞ୍ଜନଗର,୧୩/୯(ବ୍ୟୁରୋ): ଭଂଜନଗର ସହର ଠାରୁ ମାତ୍ର ୩ କି.ମି ଦୂର ବ୍ରହ୍ମପୁର ରାସ୍ତାର ମଳାସପଦର ଛକରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କରିଛି, ସେ…
Read More...

କରୋନାରୁ ଆରୋଗ୍ୟ ପରେ କଣ କରିବେ କଣ ନ କରିବେ ଜାଣନ୍ତୁ।

ନୂଆଦିଲ୍ଲୀ,୧୩/୯(ଓଡ଼ିଆ ନ୍ୟୁଜ): କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ପରବର୍ତ୍ତୀ ପରିଚାଳନା ନେଇ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। କରୋନାରୁ ସୁସ୍ଥ ପରେ ପ୍ରତ୍ୟେହ ହାଲୁକା ବ୍ୟାୟାମ କରିବା, ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟମ ଓ…
Read More...

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁଇଦିନ ପ୍ରବଳ ବର୍ଷା।

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷାର ସମ୍ଭାବନା ରହିଛି। ଗତ…
Read More...

ଅମିତ ଶାହା ପୁଣି ଅସୁସ୍ଥ,ଏମସରେ ଭର୍ତ୍ତି।

ନୂଆଦିଲ୍ଲୀ,୧୩/୯(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥତା କାରଣରୁ ପୁଣିଥରେ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ…
Read More...

କାଲି କରୋନା ଆକ୍ରାନ୍ତ ଦେଇ ପାରିବେ ନାହିଁ ନିଟ୍ ପରୀକ୍ଷା।

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ରବିବାର ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷା କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଦେଇପାରିବେନି। ଏ ନେଇ ଏନଟିଏ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। କାଲିର ପରୀକ୍ଷା ପରେ ଆକ୍ରାନ୍ତଙ୍କ ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବ। ଧାର୍ଯ୍ୟ ହେବାକୁ ଥିବା…
Read More...

ଭୁବନେଶ୍ୱରରେ ୪ ଏସିପିଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର,୧୨। ୯ (ବ୍ୟୁରୋ):  ଭୁବନେଶ୍ୱର କମିଶନରେଟ ପୋଲିସର ଜୋନ୍‌-୧ ଏସିପି ମାନସ ଗଡ଼ନାୟକ ଓ ଜୋନ୍‌-୪ ଏସିପି ରବୀନ୍ଦ୍ରନାଥ ଶତପଥୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଅଛନ୍ତି। ତେଣୁ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଅନ୍ୟ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆଇବିରେ…
Read More...

ଆସନ୍ତାକାଲି ଏନଇଇଟି ପରୀକ୍ଷା। କରୋନା ଆକ୍ରାନ୍ତ ବି ଦେଇପାରିବେ।

ଭୁବନେଶ୍ୱର,୧୨।୯(ଓଡ଼ିଆ ନ୍ୟୁଜ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି) ଆସନ୍ତାକାଲି ରାଜ୍ୟର ୭ଟି ସହରରେ ଅନୁଷ୍ଠିତ ହେବ। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଅନୁଗୋଳର…
Read More...

ସଫେଇ କର୍ମଚାରୀଙ୍କ ପାଇଁ ଗରିମା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୨।୯(ଓଡ଼ିଆ ନ୍ୟୁଜ): ରାଜ୍ୟର ସଫେଇ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ‘ଗରିମା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସେଫ୍ଟିକ ଟାଙ୍କି ତଥା ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା…
Read More...

ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ରୁଜୁ ହେଲା ମାମଲା।

କଟକ ,୧୨। ୯: ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ ପୂଜା ଗାଇଡ୍‌ଲାଇନକୁ ଚ୍ୟାଲେଞ୍ଜ କରି ଶୁକ୍ରବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏଥିରେ ସହରର ଅନ୍ୟ ୨୪ଟି ପୂଜା କମିଟି ଓ ଭୁବନେଶ୍ୱରର…
Read More...