ନୂଆଦିଲ୍ଲୀ,୧୩/୯(ଓଡ଼ିଆ ନ୍ୟୁଜ): କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ପରବର୍ତ୍ତୀ ପରିଚାଳନା ନେଇ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। କରୋନାରୁ ସୁସ୍ଥ ପରେ ପ୍ରତ୍ୟେହ ହାଲୁକା ବ୍ୟାୟାମ କରିବା, ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା, ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ସହ ତଟକା ଖାଦ୍ୟ ଖାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ମେଡ଼ିସିନ ନେବେ, ନିୟମିତ ଚୱନପ୍ରାଶ ଖାଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ସହ ଉଷୁମ ପାଣି ପିଇବା, ଧୂମ୍ରପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବାକୁ ପରାମର୍ଶ, ସ୍ୱାସ୍ଥ୍ୟର ସାମର୍ଥ୍ୟ ଅନୁସାରେ ଘର ଓ କାର୍ଯ୍ୟାଳୟରେ କାମ କରିବେ, ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ ଓ ମଧୁମେହ ପରୀକ୍ଷା କରିବାକୁ ମଧ୍ୟ ଗାଇଡ଼ଲାଇନରେ ଉଲ୍ଲେଖ ରହିଛି।

Breaking
ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟାଭୁବନେଶ୍ୱରରେ ଏକ୍ସକ୍ଲୁସିଭ ମେନ୍ସୱେର ବ୍ରାଣ୍ଡ ସକ୍ସେସର ଭାରତର ସର୍ବବୃହତ ଆଉଟଲେଟ ଉଦ୍ଘାଟିତମୋବିଲ୍ ୧ଟିଏମ ରେଡ ବୁଲ କେଟିଏମ ଫ୍ୟାକ୍ଟୋରି ରେସିଂ ଟିମକୁ ସହଯୋଗ କରି ପ୍ରଥମ ମୋଟୋ ଜିପି ଟିଏମ ଭାରତର ଶୁଭାରମ୍ଭ କରିଛିଗ୍ୟାସ ସିଲିଣ୍ଡର ଉପରେ ୨୦୦ ରିହାତି