banner
Breaking
Yearly Archives

2020

ଏଣିକି କମ୍ ଖର୍ଚ୍ଚରେ କରୋନା ପରୀକ୍ଷା।

ଭୁବନେଶ୍ୱର:- ଏଣିକି କମ୍‌ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍‌ ସିଆର୍‌ଆଇଏସ୍‌ପିଆର୍‌ (କ୍ଲଷ୍ଟରଡ ରେଗୁଲାରୀ ଇଣ୍ଟରସ୍ପେସ୍‌ଡ ଶର୍ଟ ପାଲିନ୍‌ଡ୍ରୋମିକ ରିପିଟ୍‌ସ) ଟେଷ୍ଟ କିଟ୍‌ ‘ଫେଲୁଦା’କୁ ଡ୍ରଗ୍ସ କଣ୍ଟ୍ରୋର…
Read More...

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ବରିଷ୍ଠ ସମ୍ବାଦିକ ସ୍ୱର୍ଗତଃ ବିଜୟ ପଟ୍ଟନାୟକଙ୍କୁ ଭାବବିହ୍ୱଳ…

ଭୁବନେଶ୍ୱର:–ବରିଷ୍ଠ ସାମ୍ବାଦିକ, ଭଗବତପ୍ରେମୀ, ପରୋପକାରୀ, ଦୟାଶୀଳ ଭାବନା ସରଳଜୀବନ ଶୈଳୀ, କର୍ମଚାରୀ ବତ୍ସଳ ଅଧିକାରୀ ତଥା ରାଜ୍ୟର ଅଗ୍ରଣୀ ଓଡିଆ ସମ୍ବାଦପତ୍ର ଦୈନିକ ସମ୍ବାଦର ମୁଦ୍ରକାର, ପ୍ରକାଶକ ସ୍ୱର୍ଗତଃ ବିଜୟ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ…
Read More...

କୋଭିଡ-୧୯ ପରିଚାଳନାରେ ଓଡ଼ିଆ ବିଶ୍ବ ମଡେଲ। ପ୍ରଶ°ସା କଲା ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ-ହୁ

ଭୁବନେଶ୍ଵର :- ପ୍ରାକୃତିକ ବିପର୍ଯ୍ୟୟର ଉପଯୁକ୍ତ ମୁକାବିଲା କରି ସଫଳତା ହାସଲ କରିଥିବା ଓଡ଼ିଶା ଏବେ କୋଭିଡ-୧୯ ମହାମାରୀର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛି। କରୋନାର ଦୃଢ଼ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(‘ହୁ’) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।…
Read More...

ପ୍ରାକୃତିକ ଚିକିତ୍ସାରେ ୫ ଦିନରେ ଭଲ ହେଉଛି କରୋନା।

ନୂଆଦିଲ୍ଲୀ :- କରୋନା ସଙ୍କଟରେ ଗତି କରୁଛି ଦୁନିଆ। ଆଉ ଏହାରି ଭିତରେ ଭାରତୀୟ ଆୟୁର୍ବେଦ ପଦ୍ଧତି ଏକ ଆଶାର କିରଣ ଦେଖାଦେଖାଇଛି । ଦେଶର  ୩ଟି ହସ୍ପିଟାଲରେ ଆୟୁର୍ବେଦ ଔଷଧର  କ୍ଲିନିକଲ ଟ୍ରାଏଲରେ ଆଶ୍ଚର୍ଯ୍ୟଜନକ  ଫଳାଫଳ  ଦେଖିବାକୁ ମିଳିଛି ।  ଏକ ପ୍ରାରମ୍ଭିକ  ରିପୋର୍ଟରୁ ଜଣାପଡ଼ିଛି…
Read More...

ପୁଣି ଲଘୁଚାପ ; ୫ଟି ଜିଲ୍ଲାରେ ପ୍ରବଳ ବର୍ଷିବ।

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ଏବଂ ଏହାର ସଂଲଗ୍ନ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଆର୍ଥିକ ଅନଟନକୁ ବନ୍ଧୁ ଦୂରେଇବାର ପ୍ରତିଶ୍ରୁତି ଦେବେ। କର୍ମକ୍ଷେତ୍ରର କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।…
Read More...

୨୫% ସ୍କୁଲ ଫି ଛାଡହେଲା।

ଅହମଦାବାଦ,୩୦।୯-ଏଣିକି ଗୁଜୁରାଟରେ ସ୍କୁଲ ଫି ବାବଦରେ ୨୫% ଛାଡ କରାଯିବ। ‘ସିବିଏସଇ’ ସ୍କୁଲ ସମେତ ଗୁଜରାଟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ। ଏ ନେଇ ବୁଧବାର ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ୨୫% ସ୍କୁଲ ଫି’ ଛାଡ…
Read More...

୨୦ ବର୍ଷରେ ଲୁଣ ଫ୍ୟାକ୍ଟ୍ରିଟିଏ ଖୋଲି ପାରିଲେନି ସରକାର।

ଭୁବନେଶ୍ୱର,୩୦/୯(ବ୍ୟୁରୋ):ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିି ନାହିଁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି। ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ଶ୍ରୀ ନାୟକ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ କରୋନା ମହାମାରୀ ବେଳେ ବାହାବା ନେବାପାଇଁ ସରକାର ପଡୋଶୀ ରାଜ୍ୟରୁ ଦାଦନ…
Read More...

ଅନଲକ୍ ୫ରେ କଣ ଖୋଲିବ ଜାଣନ୍ତୁ।

ନୂଆଦିଲ୍ଲୀ,୩୦।୯- କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୫ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସେହିପରି ଅକ୍ଟୋବର ୧୫ରୁ ସିନେମା ହଲ ଓ ଥିଏଟର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।…
Read More...

ରାଜ୍ୟର ସମସ୍ତ ଅଫିସ ଶନିବାର ବନ୍ଦ ରହିବ।

ଭୁବନେଶ୍ୱର,୩୦ା୯(ବ୍ୟୁରୋ)-ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ କଟକ ଓ ଭୁବନେଶ୍ୱର ଥିବା ସମସ୍ତ ସରକାରୀ ବିଭାଗ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ସରକାରୀ କାର୍ଯ୍ୟ ଯେପରି ପ୍ରଭାବିତ ନ ହେବ ସେ ନେଇ ବିଭାଗଗୁଡିକ…
Read More...