banner
Breaking
Yearly Archives

2020

ଦିଲ୍ଲୀ ନିର୍ବାଚନ ପାଇଁ ଭାଜପାର ପାର୍ଥୀ ଘୋଷଣା।

ନୂଆଦିଲ୍ଲୀ,: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶୁକ୍ରବାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଏଥିରେ ୪ଜଣ ମହିଳାଙ୍କୁ ଟିକେଟ ଦିଆଯାଇଥିବା ଜଣାପଡ଼ିଛି। ଭାଜପା ତିମାରପୁରରୁ ସୁରେନ୍ଦ୍ର ସିଂହ ବିଟୁଙ୍କୁ ଟିକେଟ…
Read More...

ଜାନୁଆରୀ ୨୦ରୁ କୃଷି ଓଡିଶା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର,୧୭/୧(ଓଡ଼ିଆ ନ୍ୟୁଜ): ଜାନୁଆରୀ ୨୦ତାରିଖରୁ କୃଷି ଓଡ଼ିଶା-୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଜାନୁଆରୀ ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୦ ଆରମ୍ଭ ହୋଇ ୨୪ ପର୍ୟ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିପାଇଁ…
Read More...

ଦୁର୍ବ୍ୟବହାର ପ୍ରତିବାଦରେ ଇତିଶଙ୍କ ଧାରଣା।

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଶୁକ୍ରବାର ଧାରଣାରେ ବସିଛନ୍ତି। ସାଧାରଣ ନିର୍ବାଚନ ପରବର୍ତ୍ତୀ ବୈଠକ ବସିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଦୁର୍ବ୍ୟବହାର ପ୍ରତିବାଦରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର ଯାତ୍ରା, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭ ପାଇଁ ଅସୁବିଧା ହେବନାହିଁ। ଗୃହ ସମସ୍ୟା ସମାଧାନ ହୋଇପାରିବା ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ସଭାସମିତି, ସଙ୍ଗଠନ, ରାଜନୀତି, ବାଣିଜ୍ୟ, ବ୍ୟବସାୟ…
Read More...

ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇ ସିରିଜ ବରାବର କଲା ଭାରତ।

ରାଜକୋଟ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ…
Read More...

ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କର – ମୁଖ୍ୟମନ୍ତ୍ରୀ । ଆଇଏଏସ ସମ୍ମିଳନୀ ଉଦଘାଟିତ।

ଭୁବନେଶ୍ୱର,୧୭।୧(ଓଡ଼ିଆ ନ୍ୟୁଜ): ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କରିବା ଉଚିତ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ…
Read More...

ଭାରତର ବିଶାଳ ସ୍କୋର।

ରାଜକୋଟ,(ଓଡ଼ିଆ ନ୍ୟୁଜ) : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଶୁକ୍ରବାର ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ…
Read More...

ମୁଖ୍ୟ ଶାସନ ସଚିବଙ୍କ ଜାତିଭିତ୍ତିକ ଜନଗଣନା ପାଇଁ ଚିଠି।

ଭୁବନେଶ୍ୱର,: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚିଠି ଲେଖିଛନ୍ତି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ପ୍ରସଙ୍ଗରେ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନାରେ ଏସଇବିସିଙ୍କୁ ସାମିଲ ନେଇ ରାଜ୍ୟ…
Read More...

ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି।

ଭୁବନେଶ୍ୱର,୧୬।୧(ବ୍ୟୁରୋ): ବରିଷ୍ଠ ନେତା ସମୀର ମହାନ୍ତି ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି। ପ୍ରକାଶ ଯେ, ୨୦୧୯ ଜାନୁୟାରୀରେ ସଭାପତି ବସନ୍ତ ପଣ୍ଡାଙ୍କ ତିନି ବର୍ଷୀୟା କାର୍ଯ୍ୟକାଳ…
Read More...

ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ସମ୍ମିଳନୀ ଡିଜିଟାଲ ଗଣତନ୍ତ୍ର-ପରିବର୍ତ୍ତନ ପାଇଁ ଆଇଟି’

ଭୁବନେଶ୍ୱର,୧୬/୧ (ଓଡ଼ିଆ ନ୍ୟୁଜ) : ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସଆଇ-୨୦୨୦ ଗୁରୁବାରଦିନ କିଟ୍‌ ବିଶ୍ୱବିଦ୍ୟାଳୟଠାରେ ଉଦଘାଟିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ ଅନୁଷ୍ଠିତ ହେଉଛି ଯେଉଁଠାରେ…
Read More...