banner
Breaking
Yearly Archives

2020

ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ପଦକ୍ଷେପ।ହ୍ଵାଟ୍ସଆପ ଜରିଆରେ ମିଳିବ କରୋନା ତଥ୍ୟ।କରୋନା ମହାମାରୀ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ…
Read More...

କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକ। ଖାଲି ଖବର ନୁହେଁ ଲୋକଙ୍କ ପେଟ ଚିହ୍ନନ୍ତି।

ଭୁବନେଶ୍ୱର,୨୨/୪(ଓଡ଼ିଆ ନ୍ୟୁଜ) କରୋନା ମହାମାରୀ ତାଣ୍ଡବଲୀଳା ରଚିଛି।ଏହାର ମୁକାବିଲା କରିବା ପାଇଁ ଯାହା ପଦକ୍ଷେପ ନିଆଯାଇଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇଛି ସାମ୍ବାଦିକ। ସରକାରଙ୍କ ସମସ୍ତ ରଣକୌଶଳ ଓ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ପାଖରେ ପୁଙ୍ଖାନୁପୁଙ୍ଖ ବଖଣିଛି ନିଜ ଜୀବନକୁ ବାଜି…
Read More...

ରାଜ୍ୟରେ ଆଉ ତିନିଜଣ ଆକ୍ରାନ୍ତ ଚିହ୍ନଟ।ମୋଟ ୮୨

ଭୁବନେଶ୍ଵର,୨୧/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟ ୮୨ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦେଇଛି । ସମସ୍ତ ତିନିଜଣ ଭଦ୍ରକର ବୋଲି ଜଣାପଡିଛି।…
Read More...

ଆଜି ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କୁ ଦେବେ କରୋନା ମୁକାବିଲା ମନ୍ତ୍ର।

ଭୁବନେଶ୍ବର (ବ୍ୟୁରୋ) : ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଅସୀମ କ୍ଷମତା । ଜିଲାପାଳଙ୍କ ପରି କ୍ଷମତା ନେଇ କରୋନା ଲଢ଼େଇରେ ସରପଞ୍ଚମାନଙ୍କୁ ଦିଆଯାଇଛି ସ୍ବାଧୀନତା । ପଞ୍ଚାୟତରେ ସଙ୍ଗରୋଧ ଗୃହ ଦାୟିତ୍ବଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ ଏବଂ ରାଜ୍ୟ ଓ…
Read More...

କରୋନା ଯୋଦ୍ଧାଙ୍କୁ ଅର୍ଥରାଶି ସହିତ ମିଳିବ ରାଷ୍ଟ୍ରୀୟ ସମ୍ମାନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): କରୋନା(କୋଭିଡ-୧୯) ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ କାର୍ଯ୍ୟକରୁଥିବା କରୋନା ଯୋଦ୍ଧା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଗଧାଡ଼ିରେ…
Read More...

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍

ଭୂବନେଶ୍ବର,୨୧/୪(ଓଡ଼ିଆ ନ୍ୟୁଜ): ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ…
Read More...

ରାଜ୍ୟରେ ଆଉ ୫ ଜଣ ଚିହ୍ନଟ। ୭୯ ଛୁଇଁଲା ସ°ଖ୍ୟା।

ଭୁବନେଶ୍ଵର,୨୧/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟ ୭୯ରେ ପହଞ୍ଚିଛି । ଏହି ୫ଜଣ ବାଲେଶ୍ବରର। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ଜଗିରଖି ଚଳନ୍ତୁ କାରଣ ବନ୍ଧୁ ଓ ପରିବାର ସହ କଥାରେ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ କୈାଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଶାରିରୀକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ବୃଷ:-ଆଲୋଚନା…
Read More...

ଗୋଟିଏ ଦିନରେ ୧୩ ଚିହ୍ନଟ। ସ°ଖ୍ୟା ୭୪ କୁ ବୃଦ୍ଧି।

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ସକାଳେ ୭ଟି ବୃଦ୍ଧି ପାଇ ୬୮ ହୋଇଥିବା ବେଳେ ପୁଣି ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ଗତକାଲି ସୁଦ୍ଧା ମୋଟ୍‍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୭୪ଟି ନମୁନା…
Read More...

ପିଇଆଇଏଲ୍ ସିଟି ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ଖ୍ୟାଦ୍ୟ ସାମଗ୍ରୀ ବଣ୍ଟନ।

ଭୁବନେଶ୍ୱର,୨୦/୪(ଓଡ଼ିଆ ନ୍ୟୁଜ) : କରୋନା ବା କେଭେିଡ -୧୯ ସାରା ପୃଥିବୀରେ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିରୁ ବାଦ ପଡିନି ଓଡିଶା । ବର୍ତ୍ତମାନ ଓଡିଶା ରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଲାଣି । ଏଥି ମଧ୍ୟରେ କେବଳ ଭୁବନେଶ୍ୱରରେ ୪୬ ଜଣ ଚିହ୍ନଟ ହୋଇଛନ୍ତି। କରୋନା…
Read More...