banner
Breaking
Monthly Archives

August 2020

ଓଡିଶାରେ ୫ ପ୍ରକାରର କରୋନା ଭୂତାଣୁ ଚିହ୍ନଟ।

ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଛି ୫ ପ୍ରକାର କରୋନା ଭୂତାଣୁ। ସେଗୁଡ଼ିକ ହେଲା ୧୯ଏ, ୧୯ବି, ୨୦ଏ, ୨୦ବି, ୨୦ସି। ସବୁଠାରୁ ଅଧିକ ୨୦ଏ, ୨୦ବି ଭାଇରସ୍‌ ଠାବ ହୋଇଛି। ଏନେଇ ଆର୍‌ଏମ୍‌ଆର୍‌ସି ଓ ଆଇଏଲ୍‌ଏସ୍‌ ପକ୍ଷରୁ ଶନିବାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଜଙ୍ଗଲୀ ମହାବୀରଙ୍କ ପରିସରରୁ ଗଲା ମାଟି ।

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ସାରା ବିଶ୍ୱରେ ଏକ ଅଦ୍ଭୁତ ଉତ୍ସାହ ଉଦ୍ଦୀପନା ଅନୁଭୂତ ହେଉଥିବାବେଳେ ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ମଠ ମନ୍ଦିର ତଥା ସାଂସ୍କୃତିକ…
Read More...

ପ୍ରବାସୀ ଓଡିଆ କୁଶଳୀ ଶ୍ରମିକଙ୍କ କର୍ମନିଯୁକ୍ତି ଦେବା ପାଇଁ ସାଂସଦ ଅମର ପନାୟକଙ୍କ ପ୍ରୟାସ।

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସମୟରେ ଅନେକ ପ୍ରବାସୀ ଓଡିଆ ଜୀବିକା ହରାଇ ରାଜ୍ୟକୁ ଫେରି ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କର୍ମସଂସ୍ଥାନ ସନ୍ଧାନରେ ପୁନର୍ବାର ଯିବା ନିମନ୍ତେ ଯୋଜନା କଲେଣି । ତେଣୁ ଏହି ଭଳି ପ୍ରବାସୀ କୁଶଳୀ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ପ୍ରଦାନ…
Read More...

ରାଜ୍ୟରେ ଆଜି ପୁଣି ୧୬୦୨ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର ,୧/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟସିଦ୍ଧି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ମନରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା କାମକୁ ପୂରାଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ବୃଷ:- ଆଜି…
Read More...