banner
Breaking
Monthly Archives

August 2020

ଜଗତସିଂହପୁର ଜିଲ୍ଲା ଦଶମ ଶ୍ରେଣୀ ଟପରଙ୍କୁ ସମ୍ବର୍ଦ୍ଧନା।

ଜଗତସିଂହପୁର,୨/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ଦଶମ ଶ୍ରେଣୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବୋଚ୍ଚ ୫୭୦ ନମ୍ବର ରଖି ଟପ୍ପର ହୋଇଥିବା ତରିକୁନ୍ଦ ହାଇସ୍କୁଲ ଛାତ୍ରୀ ଆସିଆ ଶେଖଙ୍କୁ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ଇଂ ସମିତ କୁମାର…
Read More...

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା। ରାସ୍ତାକୁ ଆସିଲେ ପ୍ରଵାସୀ।

ଜଗତସିଂହପୁର,୨/୮(ଓଡ଼ିଆ ନ୍ୟୁଜ):ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବ୍ଲକସ୍ତରୀୟ ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଶନିବାର ଦିନ ପ୍ରବାସୀ ମାନେ ମହାବିଦ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବା ସହିତ କଟକ - ପାରାଦୀପ ରାସ୍ତାକୁ…
Read More...

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର।

ଭୁବନେଶ୍ଵର,୨/୮(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଯେଉଁ ମାତ୍ରାରେ କରୋନା ବଢୁଛି ସେହି ମାତ୍ରାରେ ଲୁଟପାଟ ହେଉଛି। ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପରେ ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି ।…
Read More...

ରାଜ୍ୟରେ ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା।

ଭୁବନେଶ୍ୱର,୨ /୮(ଓଡ଼ିଆ ନ୍ୟୁଜ): ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୨ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି- କୋରାପୁଟ, ମାଲକାନଗିରି, ସମ୍ବଲପୁର ଝାରସୁଗୁଡା,…
Read More...

ଦେଶରେ ଆଜି ସର୍ବାଧିକ ଆରୋଗ୍ୟ।

ନୂଆଦିଲ୍ଲୀ,୨/୮(ବ୍ୟୁରୋ):ଦେଶରେ ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ କରୋନା ବ୍ୟାପିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ। ଏହା ଫଳରେ ଆରୋଗ୍ୟ ହାର ୬୫ ଦଶମିକ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି…
Read More...

ରାଜ୍ୟରେ ଆଜି ପୁଣି ୧୪୩୪ ଆକ୍ରାନ୍ତ ଓ ୧୦ ମୃତ।

ଭୁବନେଶ୍ଵର ,୨/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୪୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ କୁ…
Read More...

ଭୁବନେଶ୍ୱରରେ ଖୋଲିବ ସପି° ମହଲ।

ଭୁବନେଶ୍ୱର,୧ା୮(ବ୍ୟୁରୋ)-ଭୁବନେଶ୍ୱରରେ ଖୋଲିବ ସପିଂ ମଲ। ଏ ନେଇ ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅନୁମତି ଦେଇଛି। ତେବେ ମଲ ଖୋଲିବା ନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି। ମଲ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଖୋଲିବନି। ସେହିପରି ଗେମ ଜୋନ/ପିଲାଙ୍କ ପାଇଁ ଖୋଲିବା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବୃଷ:-ଆଜି…
Read More...

ପରିବା ହାଟରେ ସତର୍କ ରୁହନ୍ତୁ। ଲୋଭରେ କରୋନାକୁ ଘରକୁ ଆଣନ୍ତୁ ନାହିଁ।

ଭୁବନେଶ୍ୱର,୧ା୮(ବ୍ୟୁରୋ): ଶନିବାର ପୂର୍ବାହ୍ନରେ ବିଏମ୍‌ସି ସହ ସମସ୍ତ ହାଟ ବଜାର ସଂଘର ସଭାପତି ଓ ସମ୍ପାଦକଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୀତ ଗୋବିନ୍ଦ ସଦନରେ ଶନିବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର…
Read More...

କମିଶନରେଟ ପୋଲିସର ନୂତନ ପଦକ୍ଷେପ। ସାବାଡ ହେବେ ଅମାନିଆ।

ଭୁବନେଶ୍ୱର,୧।୮(ଓଡ଼ିଆ ନ୍ୟୁଜ): ଚିନ୍ତା ବଢାଇଛି ଭୁବନେଶ୍ୱର ସ°କ୍ରମଣ। ପ୍ରଶାସନିକ ତତ୍ପରତା ଭିତରେ ବି ବଢିଚାଲିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଅମାନିଆଙ୍କ ପାଇଁ ହୁହୁ ବଢୁଛି କରୋନା। ରାଜଧାନୀରେ କୋଭିଡ କଟକଣାକୁ ନ ମାନି ବୁଲୁଥିବା ଆମାନିଆଙ୍କୁ ସାବାଡ କରିବା ପାଇଁ ଶନିବାର ନୂଆ ତରିକା…
Read More...