banner
Breaking
Monthly Archives

July 2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ମାନସିକ ଅସ୍ଥିରତା ବୃଦ୍ଧି ପାଇବ। କିନ୍ତୁ ଧନସ୍ଥାନରୁ ଶୁକ୍ର ଦୃଷ୍ଟସ୍ଥ ହେତୁ କୌଣସି ବିବାଦୀୟ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅବଶ୍ୟ ରହିବ,କିନ୍ତୁ କିଛି ଅସୁବିଧା ହେବନାହିଁ, କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ…
Read More...

ସ୍ବାମୀଙ୍କ ମୃତ୍ୟୁ ସହି ନପାରି ପ୍ରାଣ ହରାଇଲେ ସ୍ତ୍ରୀ।

ଜଗତ୍‌ସିଂହପୁର ଅଫିସ,୨ା୭: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନ୍‌ରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ଏହାକୁ ସହି ନ ପାରି ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଏରସମା ଥାନା ପଲିକଣ୍ଟା…
Read More...

ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି।

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ କରିବା ଲାଗି ବୈଷୟିକ କମିଟି ଗଠନ…
Read More...

ରାଜ୍ୟରେ ପୁଣି ୧୪୯ ସୁସ୍ଥ। ଆରୋଗ୍ୟଙ୍କ ସ°ଖ୍ୟା ୫୫୦୨ କୁ ବୃଦ୍ଧି।

ଭୁବନେଶ୍ୱର, ୨।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୪୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୪, ମୟୂରଭଞ୍ଜ ୧୪, କଟକ ୧୩, କଳାହାଣ୍ଡି-କେନ୍ଦ୍ରାପଡ଼ାରୁ ୬ଜଣ ଲେଖାଏ, ରାୟଗଡ଼ା ୫,…
Read More...

ସିଲ୍ ହେଲା ରୁଚିକା ନର୍ସିଂ ହୋମ ।

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଥିବା ଏକ ନର୍ସିଂହୋମ୍‌କୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗୁରୁବାର ସିଲ୍‌ କରିଛି। ବରମୁଣ୍ଡା ଅଞ୍ଚଳରେ ଥିବା ରୁଚିକା ନର୍ସିଂହୋମ୍‌କୁ ସିଲ୍‌ କରାଯାଇଛି। ହସ୍ପିଟାଲରେ କରୋନା କଟକଣା ଠିକ୍‌ ଭାବେ ପାଳନ ନ ହେବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ…
Read More...

କଟକ-ଭୁବନେଶ୍ୱରରେ ଆରମ୍ଭ ହେବ ନିରବଚ୍ଛିନ୍ନ ବିଦ୍ୟୁତ ସେବା।

ଭୁବନେଶ୍ବର,୨/୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ଭୂତଳ କେବୁଲ୍‌ ଯୋଗେ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ…
Read More...

ଭୁବନେଶ୍ୱରରୁ ଆଜି ୧୩ ପଜିଟିଭ ଚିହ୍ନଟ। ୫ ଲୋକାଲ୍ କେସ୍

ଭୁବନେଶ୍ବର,୨/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ହୋମ୍ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିରେ ସ୍ଥାନୀୟ ଚିହ୍ନଟଙ୍କ ମଧ୍ୟରେ ଖଣ୍ଡଗିରି ଶରଧାପାଲି…
Read More...

ରାଜ୍ୟରେ ଆଜି ପୁଣି ୨୨୯ ପଜିଟିଭ ଚିହ୍ନଟ। ସେଥିରୁ ୩୬ ଲୋକାଲ୍ କେସ୍

ଭୁବନେଶ୍ବର,୩୦/୬(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ପୁଣି ୨୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦୂରଯାତ୍ରା ସାଙ୍ଗକୁ ବୃଥା ଖର୍ଚ୍ଚାନ୍ତ ମନଦୁଃଖର କାରଣ ହୋଇପାରେ। ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ। କୌଣସି ସାମାଜିକ କାମରେ ସହଯୋଗ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବ୍ୟବସାୟିକ ସ୍ଥିତି କେତେକାଂଶରେ…
Read More...

ରକ୍ତଦାନ ଶିବିର ଅନୁଷ୍ଠିତ।

ଜଗତସିଂହପୁର,୧/୭(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଞ୍ଜକୋଠି ପଞ୍ଚାୟତର ନୀଳକଣ୍ଠେଶ୍ଵର ହାଇସ୍କୁଲ ପଡିଆ କନାଗୁଳି ଠାରେ ବିଶ୍ଵ ଓଡ଼ିଆ ମହାସଂଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚନ୍ଦନ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ବିଶ୍ଵ…
Read More...