banner
Breaking
Monthly Archives

June 2020

ଭୁବନେଶ୍ୱରରେ ୧୦୦ ପାରହେଲା କରୋନା ପଜିଟିଭ ସ°ଖ୍ୟା।

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପୁଣି ଭୁବନେଶ୍ୱରରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର ୨୫ ବର୍ଷୀୟ କର୍ମଚାରୀ ରହିଥିବା ବେଳେ ଅନ୍ୟ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଆପୋଲୋର କର୍ମଚାରୀଜଣଙ୍କର ଜଣେ ପରିବାର ସଦସ୍ୟ ସୁରଟରୁ ଫେରିଥିଲେ।…
Read More...

ରଜପର୍ବ ପାଇଁ ଶୁକ୍ରବାର ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ।

ଭୁବନେଶ୍ଵର,୧୧/୬(ଓଡ଼ିଆ ନ୍ୟୁଜ): ରଜପର୍ବକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଆଗକୁ ଓଡିଶାର ପ୍ରମୁଖ ପର୍ବ ରଜ ଆସୁଛି ।  ସେଥିପାଇଁ ସମସ୍ତଙ୍କୁ ରଜ ପର୍ବର…
Read More...

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ

କଟକ ଅଫିସ,୧୧।୬(ଓଡ଼ିଆ ନ୍ୟୁଜ): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ଅନ୍ୟ ବିଚାରପତି ଏବଂ ହାଇକୋର୍ଟର ବରିଷ୍ଠ…
Read More...

ଓଡିଶାରେ ପ୍ରବେଶ କଲା ମୌସୁମୀ ବାୟୁ।

ଭୁବନେଶ୍ୱର,୧୧ା୬(ଓଡ଼ିଆ ନ୍ୟୁଜ) : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବୁଧବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିପାରେ।…
Read More...

ରାଜ୍ୟରେ ପୁଣି ୧୩୬ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୩୮୬ କୁ ବୃଦ୍ଧି।

ଭୁବନେଶ୍ବର,୧୧/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ବୁଧବାର ପୁଣି ୧୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ୧୪ଟି ଜିଲାରୁ ଚିହ୍ନଟ ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୨ ଜଣ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍‌ ହୋଇଯିବ । ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ନିଜ ନିଜର ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନମାନେ…
Read More...

ଆଜି ଜଗତସିଂହପୁରରେ ସର୍ବାଧିକ ୩୩ ପଜିଟିଭ ଚିହ୍ନଟ।

ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ) ଆଜି ଗୋଟିଏ ଦିନରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି ।ସେଥିରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ସକ୍ରିୟ ୫୪ ଜଣ…
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସାମାଜିକ ଅନୁଷ୍ଠାନ ଆଫିନ ଓଆଇଜି

ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ): କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଯୋଗୁଁ ଅନେକ ଗରିବ ଅସହାୟ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଜରାଜୀର୍ଣ୍ଣ ହୋଇ ପଡିଛି | ଏହିପରି ସମୟରେ ହଂସୁରା ଓ ପୋରଗଦେଇ ଅଞ୍ଚଳରେ ୧୫ ରୁ ଉର୍ଦ୍ଧ୍ବ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ…
Read More...

ରାଜ୍ୟରେ ପୁଣି ୧୧୦ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୩୨୫୦ କୁ ବୃଦ୍ଧି।

ଭୁବନେଶ୍ୱର,୧୦।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ଆଜି ନୂଆ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ୧୭ଟି ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ…
Read More...

ସପ୍ତାହକୁ ୨ ଦିନ ସଟଡାଉନ। ଅନ୍ୟ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ-ପ୍ରଦୀପ ଜେନା

ଭୁବନେଶ୍ୱର, ୯/୬(ଓଡ଼ିଆ ନ୍ୟୁଜ): ଚାରିଆଡେ ସଟଡାଉନ ଅବଧି ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। କିଏ କହୁଛି ୪ ଦିନ ହେବ ତ କିଏ କହୁଛି ୫ ଦିନ। ଏଭଳି ପ୍ରଚାର ଚାଲିବା ଦ୍ଵାରା ସାଧାରଣ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏହି ଗୁଜଵ ଲୋକଙ୍କୁ ଭାରାକ୍ରାନ୍ତ କରୁଥିବାରୁ ଏସଆରସି ପ୍ରଦୀପ ଜେନା ଏହାକୁ…
Read More...