banner
Breaking
Monthly Archives

May 2020

ଆଜି ଗୋଟିଏ ସର୍ବାଧିକ ୮୩ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୩୭୭ କୁ ବୃଦ୍ଧି।

ଭୁବନେଶ୍ବର,୧୦/୫(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ପଞ୍ଝା ମାରୁଛି। ଆଜି ଗୋଟିଏ ଦିନରେ ୮୩ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସଂକ୍ରମିତଙ୍କ ସଂଖ୍ୟା ୨୯୪ରୁ ୩୭୭କୁ ବୃଦ୍ଧି ପାଇଛି। ପ୍ରଥମ କରି ବୌଦ୍ଧରେ ୩…
Read More...

ସୁବାଷ ଚୌହାନଙ୍କ ଦେହାନ୍ତ।

ଭୁବନେଶ୍ୱର,୧୦ ।୫(ଓଡ଼ିଆ ନ୍ୟୁଜ): ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ…
Read More...

କରୋନା ପଞ୍ଝା ରେ ୨୦ ଜିଲ୍ଲା। ପୁଣି ୫୮ ଆକ୍ରାନ୍ତ। ତୃତୀୟ ମୁଣ୍ଡ ନେଲା କରୋନା।ଆକ୍ରାନ୍ତଙ୍କ ସ°ଖ୍ୟା ୩୫୨ କୁ ବୃଦ୍ଧି।

ଭୁବନେଶ୍ୱର,୧୦/୫(ଓଡ଼ିଆ ନ୍ୟୁଜ) : କରୋନା ପଞ୍ଝାରେ ୨୦ ଜିଲ୍ଲା। ଆଉ ଜଣଙ୍କର ମୁଣ୍ଡ ନେଇଛି କରୋନା। ଆଜି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଥରକେ ୫୮ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।…
Read More...

ରାଜ୍ୟରେ ପୁଣି ପଜିଟିଭ୍।

ଭୁବନେଶ୍ଵର,୯/୫ : କରୋନା କାୟାରେ କବଳିତ ଓଡ଼ିଶା । ଦିନକୁ ଦିନ ରାଜ୍ୟରେ କରୋନାର କାୟା ଅଧିକ ମାତ୍ରାରେ ବିସ୍ତାରିତ ହେବାରେ ଳାଗିଛି। ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ହୁ-ହୁ ହୋଇ ବଢିବାରେ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ପୁଣି ଗୋଟିଏ ଦିନରେ ୨୪ଜଣ କରୋନା ସଂକ୍ରମିତ…
Read More...

ମାନବିକତା, ନୈତିକତା, ଆଇନଗତ ଓ ବୈଜ୍ଞାନିକ ଦୃଷ୍ଟିରୁ ଫେରିବାର ଅଧିକାର ଅଛି। ଆଗକୁ ବିସ୍ଫୋରଣ ରୋକିହେବ-ବାଗଚୀ

ଭୁବନେଶ୍ୱର,୯।୫(ଓଡ଼ିଆ ନ୍ୟୁଜ): ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟ ୪ଟି ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମ ପର୍ଯ୍ୟାୟଟି ଥିଲା ରାଜ୍ୟକୁ…
Read More...

ଅସହାୟଙ୍କୁ ସହଯୋଗର ହାତ ବଢାଇଲା “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ।

କେନ୍ଦୁଝର,୯/୫(ବ୍ୟୁରୋ) ସ୍ବାମପାଟଣା,ଘଟଗାଁ ଗଦାଧରପୁର ଅଞ୍ଚଳର କିଛି ଶ୍ରମିକ ଯାଜପୁର,ବରୀ ବ୍ଲକର ବିଭିନ୍ନ ଗ୍ରାମରେ ପେଟପାଟଣା ସକାଶେ କାମଧନ୍ଦା କରବାକୁ ଯାଇଥିବା ବେଳେ କରୋନାମହାମାରୀର ତାଲାବନ୍ଦ ଯୋଗୁଁ ଫସି ଯାଇଥିଲେ ! ଏହି ଶ୍ରମିକ ମାନଙ୍କୁ ବରୀ ବିଡ଼ିଓ ଶ୍ରୀଯୁକ୍ତ ଶାଶ୍ୱତ…
Read More...

ପୁଣି ୧୭ ପଜିଟିଭ୍। ଗଞ୍ଜାମ ୮୩ ରେ ପହଞ୍ଚିଲା।

ଭୁବନେଶ୍ଵର,୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ସକାଳେ ପ୍ରଥମେ ୧୪ ଏବଂ ପରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭ରେ ପହଞ୍ଚିଛି।…
Read More...

ଓଡିଶାବାସୀଙ୍କ ଚିନ୍ତା ବଢାଇଲେ ସୁରତ ଫେରନ୍ତା। ଆଜି ୫୨ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ) : ଓଡିଶାର ବାସୀଙ୍କ ଚିନ୍ତା ବଢାଇ ଦେଲେଣି ସୁରତ ଫେରନ୍ତା। ଏବେ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସକାଳୁ୨୬,ମଧ୍ୟାହ୍ନରେ ଜଣେ ଓ ସନ୍ଧ୍ୟାରେ ଆଉ ୨୫ କରୋନା ଆକ୍ରାନ୍ତ…
Read More...

ରାଜ୍ୟରେ ପୁଣି ୨୬ ପଜିଟିଭ୍। ୨୫ଜଣ ସୁରତ ଫେରନ୍ତା।

ଭୁବନେଶ୍ୱର,୮ା୫(ଓଡ଼ିଆ ନ୍ୟୁଜ) : ଶୁକ୍ରବାର ରାଜ୍ୟରେ ପୁଣି ୨୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ…
Read More...

ଓଡିଶା ସମେତ ଅନ୍ୟ ଦୁଇ ରାଜ୍ୟ ସହିତ କଥାହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ ,୭/୫(ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗୁରୁବାର ଓଡ଼ିଶା ସମେତ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ-୧୯ ମୁକାବିଲା ଏବଂ ପ୍ରସ୍ତୁତି…
Read More...