ମାନବ ଜାତିକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ୭୧ ଦିନଧରି ହୋମଯଜ୍ଞ ଜାରି ରଖିଛନ୍ତି ସମାଜସେବୀ ନିବେଦିତା ଲେଙ୍କା।
ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ମହାମାରୀ କରୋନାକୁ ପରାଜିତ କରିବା ଏବଂ ତାର ସଂକ୍ରମଣ ପଥରୋଧ କରିବା ସମଗ୍ର ବିଶ୍ୱପାଇଁ ଏକ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିଛି। ମାରାତ୍ମକ ନୋବେଲ କରୋନା ଭୂତାଣୁ ବା କୋଭିଡ଼-୧୯ ତାର ଭୟଙ୍କର କାୟା ବିସ୍ତାର କରିଚାଲିଛି। ଦୁର୍ବଳ ହେବାର ନାଁ ହିଁ…
Read More...
Read More...