banner
Breaking
Yearly Archives

2019

ପାକିସ୍ତାନୀ ହନି ଟ୍ରାପରେ ଓଡିଆ ଜବାନ।

ନୂଆଦିଲ୍ଲୀ,୯।୧୧(ବ୍ୟୁରୋ): ପାକିସ୍ତାନର କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ହନିଟ୍ରାପ୍‌ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି…
Read More...

ହିନ୍ଦୁଙ୍କୁ ଦିଆଯିବ ଉକ୍ତ ସ୍ଥାନ। ମୁସଲମାନଙ୍କୁ ଅନ୍ୟ ସ୍ଥାନ ଦିଆଯିବ-ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ।

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାର ରାୟ ଶନିବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ…
Read More...

ଚଳିତ ବିଧାନସଭାରେ ଇ-ପ୍ରଶ୍ନ ଉତ୍ତର ଆରମ୍ଭ ହେବ।

ଭୁବନେଶ୍ୱର,୯/୧୧(ଓଡ଼ିଆ ନ୍ୟୁଜ) : ଆସନ୍ତା ବିଧାନସଭା ଅଧିବେଶନ ଠାରୁ ବିଧାୟକମାନେ ପଚାରୁଥିବା ଲିଖିତ ଓ ମୌଖିକ ପ୍ରଶ୍ନର ଉତ୍ତର ଅନଲାଇନରେ ଉପଲବ୍ଧ ହେବ। ନ୍ୟାସନାଲ ଇ-ବିଧାନ ଆପ୍ଲି​କେ‌ସନ(ନେଭା)ରୁ ଏହା ମିଳିପାରିବ। ବିଧାୟକମାନେ ମଧ୍ୟ ସେମାନଙ୍କ ପ୍ରଶ୍ନ ଅନଲାଇନରେ ପଠାଇ ପାରିବେ।…
Read More...

ସୁପ୍ରିମକୋର୍ଟରେ ରାୟ ଶୁଣାଣି ଆରମ୍ଭ।

ନୂଆଦିଲ୍ଲୀ,(ବ୍ୟୁରୋ): ବହୁ ପ୍ରତୀକ୍ଷିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାର ରାୟ ଶୁଣାଣି ଶନିବାର ସୁପ୍ରିମକୋର୍ଟରେ ଆରମ୍ଭ​‌ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟା ୩୦ରୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ କୋର୍ଟ ନମ୍ବର ୧ରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-କାମରେ ସଫଳତା, ବନ୍ଧୁଙ୍କ ସହୃଦୟତା ଓ ପାରିବାରିକ ସ୍ଥିରତାରୁ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହ ସାୟଂକାଳୀନ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ,…
Read More...

ଭୟଙ୍କର ରୂପ ନେଉଛି ବୁଲବୁଲ। ସୁନ୍ଦରବନରେ ହିଟ୍ କରିବ

ଭୁବନେଶ୍ୱର,୮ା୧୧(ଓଡ଼ିଆ ନ୍ୟୁଜ): ଭେରି ସିଭିୟର ସାଇକ୍ଲୋନିକର ରୂପ ନେଇଛି ବାତ୍ୟା ବୁଲବୁଲ । ଏନେଇ ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପାରାଦୀପ ଠାରୁ ଏହା ୩୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ଘଣ୍ଟାପ୍ରତି ୧୦କିମି ବେଗରେ ଗତି କରୁଛି । ପଶ୍ଚିମବଙ୍ଗ ଓ…
Read More...

ବାତ୍ୟା ବୁଲବୁଲର ପ୍ରଭାବରେ ୬୦-୭୦କିମି ପବନ ବହିବ।

ଭୁବନେଶ୍ୱର,୮-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ବାତ୍ୟା ‘ବୁଲ୍‌ବୁଲ୍‌’ରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହି ସାମୁଦ୍ରିକ ଝଡ ଭୟଙ୍କର ରୂପ ଧାରଣ କରି ପୂର୍ବ- କେନ୍ଦ୍ରୀୟ ବଙ୍ଗୋପ ସାଗରରୁ ଉତ୍ତର ପଶ୍ଚିମ ଦିଗ ଦେଇ…
Read More...

ବୁଲବୁଲ ପ୍ରଭାବରେ କୋହଲା ପବନ ସହିତ ବର୍ଷା ଆରମ୍ଭ।

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। କେନ୍ଦ୍ରାପଡା, ଜଗତସିଂହପୁରରେ ସକାଳୁ ଝିପିଝିପି ବର୍ଷା ହେଉଥିବା ବେଳେ ରାଜ୍ୟର ପ୍ରାୟ ଜିଲ୍ଲାରେ କୋହଲା ପବନ ବହୁଛି।ପାରାଦୀପ ଠାରୁ ଏବେ ଏହା ପ୍ରାୟ ୪୫୦ କି.ମି. ଦୂରରେ କେନ୍ଦ୍ରୀଭୂତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ: ଆକସ୍ମିକଭାବେ ଧନପ୍ରାପ୍ତ ହେବେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି। ରାଜଯୋଗ ପ୍ରାପ୍ତ ହେବେ। ବୃଷ: ପଦୋନ୍ନତି ପାଇବା ପାଇଁ ବିଶେଷ ପଦକ୍ଷେପ ନେଇ ପାରନ୍ତି। ଆୟ ବୃଦ୍ଧିର ସମ୍ଭାବନା…
Read More...

ଦ୍ବିତୀୟ ଟି-୨୦ ଜିତିଲା ଭାରଚ। ରୋହିତଙ୍କ ଧୁଆଂ ଧାର ଅର୍ଦ୍ଧ ଶତକ

ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ୮ୱିକେଟରେ ବିଜୟୀ ହୋଇଛି। ଏହାସହିତ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ବରାବର ସ୍ଥିତିରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମାଙ୍କ…
Read More...