banner
Breaking

ସୁପ୍ରିମକୋର୍ଟରେ ରାୟ ଶୁଣାଣି ଆରମ୍ଭ।

0

ନୂଆଦିଲ୍ଲୀ,(ବ୍ୟୁରୋ): ବହୁ ପ୍ରତୀକ୍ଷିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାର ରାୟ ଶୁଣାଣି ଶନିବାର ସୁପ୍ରିମକୋର୍ଟରେ ଆରମ୍ଭ​‌ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟା ୩୦ରୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ କୋର୍ଟ ନମ୍ବର ୧ରେ ରାୟ ଶୁଣାଉଛନ୍ତି। ରାୟର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି, ସର୍ବ ସମ୍ମତିରେ ରାୟ ଆସିବ। ସିଆ ୱାକଫ ବୋର୍ଡର ସିଙ୍ଗଲ ଲିଭ୍‌ ପିଟିଶନ ଖାରଜ ହୋଇଛି। ବାବରଙ୍କ ସମୟରେ ମିର୍‌ ବାକି ବାବ୍ରୀ ମସଜିଦ୍‌ ତିଆରି କରିଥିଲେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.