banner
Breaking
Monthly Archives

November 2019

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ: ଆକସ୍ମିକଭାବେ ଧନପ୍ରାପ୍ତ ହେବେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜି ପାରେ। ସୁଭାଷୀ ଓ ସୁବକ୍ତା ହୋଇପାରନ୍ତି। ରାଜଯୋଗ ପ୍ରାପ୍ତ ହେବେ। ବୃଷ: ପଦୋନ୍ନତି ପାଇବା ପାଇଁ ବିଶେଷ ପଦକ୍ଷେପ ନେଇ ପାରନ୍ତି। ଆୟ ବୃଦ୍ଧିର ସମ୍ଭାବନା…
Read More...

ଦ୍ବିତୀୟ ଟି-୨୦ ଜିତିଲା ଭାରଚ। ରୋହିତଙ୍କ ଧୁଆଂ ଧାର ଅର୍ଦ୍ଧ ଶତକ

ରାଜକୋଟ : ଗୁଜୁରାଟର ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟଚରେ ଭାରତ ୮ୱିକେଟରେ ବିଜୟୀ ହୋଇଛି। ଏହାସହିତ ତିନିଟିକିଆ ଟ୍ବେଣ୍ଟି-୨୦ ସିରିଜ ବରାବର ସ୍ଥିତିରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମାଙ୍କ…
Read More...

ରିଲିଜ ହେଲା ଦବଙ୍ଗ-୩ ପ୍ରଥମ ଗୀତ

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ପ୍ରଥମ ଗୀତ ଗୁରୁବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ନୈନା ଲଢେ…’। ଏହି ଗୀତକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଶୁଣି ସାରିଲେଣି। ଏହି ଗୀତକୁ ଜାୱେଦ ଅଲ୍ଲୀ ଗାଇଛନ୍ତି। ସାଜିଦ-ୱାଜିଦ ଏହାର ସ୍ୱର ସଂଯୋଜନା…
Read More...

ଭୟଙ୍କର ରୂପ ନେଉଛି ବାତ୍ୟା ବୁଲବୁଲ।

ଭୁବନେଶ୍ୱର:(ଓଡ଼ିଆ ନ୍ୟୁଜ) ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍‍ବୁଲ୍‍’ ଭୟଙ୍କର ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇଛି।ଏହା ପାରାଦ୍ୱୀପଠାରୁ ୬୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଘଣ୍ଟାପ୍ରତି ୨୭ କିଲୋମିଟର ବେଗରେ ଉତ୍ତର ଉତ୍ତର-ଦକ୍ଷିଣ ଆଡ଼କୁ ଗତି…
Read More...

ବାତ୍ୟା ବୁ୍ଲବୁଲକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ।

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର…
Read More...

ଆସନ୍ତା କାଲିଠାରୁ ପଞ୍ଚୁକ ଆରମ୍ଭ। ଶ୍ରୀମନ୍ଦିର ରହିବ ଚଳଚଞ୍ଚଳ

ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ। ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ଏହି ବ୍ରତ ପାଳନ ଆରମ୍ଭ ହେଉଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦେବୋତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ…
Read More...

ଦାନ୍ତ ଘଷାରେ ଗିନିଜ ବୁକ ଅଫ ଓ୍ବାଲର୍ଡ ରେକର୍ଡ କଲା କିସ। ମୁଖ୍ୟ ଗହ୍ବର ଯତ୍ନ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତାର…

ଭୁବନେଶ୍ବର:କିସ୍‌ ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡସରେ ସ୍ଥାନ ପାଇଛି। ଗୁରୁବାର କିସ୍‌ର ୨୬,୩୮୨ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଏହି ରେକର୍ଡ କରିଛନ୍ତି। ଏହା ହେଉଛି କିସ୍‌ର ୪ର୍ଥ ବିଶ୍ୱ ରେକର୍ଡ। ‘ଜାତୀୟ ଦାନ୍ତଘଷା…
Read More...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାହେଲେ ବିଡିଏ ଅଧିକାରୀ।

ଭୁବନେଶ୍ୱର : ଦିନ ଦ୍ୱିପ୍ରହରରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନାଙ୍କୁ ଭିଜିଲାନ୍ସ କାବୁ କରିଛି। ଜୟଦେବବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ସମ୍ବିତ ପାଣିଗ୍ରାହୀଙ୍କ ଫ୍ଲାଟ୍‌କୁ ଅଧା…
Read More...

ମୋ ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର : ଆଜି ‘ମୋ ବସ୍‌’ର ବାର୍ଷିକ ଉତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍‌ରେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ବସ୍‌ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକଟ କାଟି…
Read More...

ତିନୋଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ।

ଭୁବନେଶ୍ୱର,୭।୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ସ୍କୁଲଗୁଡ଼ିକୁ ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଉଭୟ ଜିଲାର ଜିଲାପାଳ ଗୁରୁବାର ଏହି ଘୋଷଣା କରିଛନ୍ତି। ପ୍ରକାଶଯୋଗ୍ୟ, ଦକ୍ଷିଣ-ପୂର୍ବ…
Read More...