banner
Breaking

ରିଲିଜ ହେଲା ଦବଙ୍ଗ-୩ ପ୍ରଥମ ଗୀତ

0

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ପ୍ରଥମ ଗୀତ ଗୁରୁବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ନୈନା ଲଢେ…’। ଏହି ଗୀତକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଶୁଣି ସାରିଲେଣି। ଏହି ଗୀତକୁ ଜାୱେଦ ଅଲ୍ଲୀ ଗାଇଛନ୍ତି। ସାଜିଦ-ୱାଜିଦ ଏହାର ସ୍ୱର ସଂଯୋଜନା କରିଛନ୍ତି। ଦାନିଶ ସାୱରୀ ଗୀତ ରଚନା କରିଛନ୍ତି। ଗୀତକୁ ବର୍ତ୍ତମାନ ସୁଦ୍ଧା କେବଳ ଅଡ଼ିଓରେ ରିଲିଜ୍‍ କରାଯାଇଛି। ଗୀତ ଶୁଣିବା ପରେ ଏହାର ଭିଡିଓ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.