banner
Breaking
Monthly Archives

July 2019

ସଜାଗ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର : (ଓଡ଼ିଆ ନ୍ୟୁଜ୍) ବାଲିପାଟଣା ସ୍ଥିତ ବୁଦ୍ଧକେଶ୍ୱର ମନ୍ଦିର ସଂଲଗ୍ନ ୨୨ ଏକର ପରିମିତ ପଡିଆରେ ସଜାଗ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ମୁଖ୍ୟ…
Read More...

ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଙ୍ଗଠନ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର ( ଓଡ଼ିଆ ନ୍ୟୁଜ ) : ବିପିୟୁଟି ଓ ଡିପ୍ଲୋମା ଛାତ୍ର ସଂଗଠନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଉତ୍ସବ ୟୁନିଟ୍ ୩ ସ୍ଥିତ ଅନ୍ଧମୁକ ବଧିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିଜୟ ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ଓଡ଼ିଆ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି ଉନ୍ମୋଚିତ

ଭବନେଶ୍ୱର ( ଓଡ଼ିଆ ନ୍ୟୁଜ୍ ) : ଓଡିଆ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ୟୁନିଟ୍ ୯ ସ୍ଥିତ ମହାରାଷ୍ଟ୍ର ମଣ୍ଡଳ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ୍ ରବି ଗାନ୍ଧୀ ସାହିତ୍ୟର…
Read More...

ପାଟଣାଗଡ ବିଧାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର:(ଓଡ଼ିଆ ନ୍ୟୁଜ୍ ) ନିମ୍ନ ମାନର କାମକୁ ନେଇ ଇଞ୍ଜିନିୟରଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଆଜି ଜାମିନ ମିଳିଛି । ୨୫ ହଜାର ଟଙ୍କା ଏବଂ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ ।…
Read More...

ଓଡ଼ିଆ ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ଟିଭି ଉଦଘାଟିତ

ଭୁବନେଶ୍ୱର, ୫/୭ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଓଡିଆ ନ୍ୟୁଜ୍ ପୋର୍ଟାଲ ଓ ଡିଜିଟାଲ ଟିଭିର ଶୁଭ ଉଦ୍ଘାଟନ ହୋଇଯାଇଛି । ବଡଦାଣ୍ଡରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…
Read More...

ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପକ୍ଷରୁ ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର, ୫/୭(ଓଡ଼ିଆ ନ୍ୟୁଜ୍ ) ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ଦକ୍ଷିଣପୂର୍ବ ଜୋନ୍ ଓଡିଶାଙ୍କ ଆନୁକୂଲ୍ୟରେ ନବଦିନ ବ୍ୟାପି ସ୍ୱଚ୍ଛତା ଅଭିଯାନ ପୁରୀ ବଡଦାଣ୍ଡରେ ରଥଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି । ଏହି ସ୍ୱଚ୍ଛତା ଅଭିଯାନରେ ଯୋଗଦେଇ ରାଜ୍ୟ ସଂଯୋଜକ…
Read More...

ଖୁସିରେ ଖୁସିରେ ରଥଯାତ୍ରା। ଦୁଖ, ରାଗ,ରୋଷ ହରଣ କରି ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :୪/୭ (ଓଡିଆ ନ୍ୟୁଜ୍) କୋଟି ବ୍ରହ୍ମାଣ୍ଡ ଠାକୁର ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜି ବିଶ୍ବ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଜାତି, ଧର୍ମ, ବର୍ଣ୍ଣ, ଛୁଆଁ, ଅଛୁଆଁ ଭେଦଭାବ ଭୁଲି ପ୍ରଭୁ ଦର୍ଶନ ଦେବେ ଭକ୍ତଙ୍କୁ । ଭକ୍ତମାନେ ମଧ୍ଯ ଅପେକ୍ଷା କରିଥାନ୍ତି ଏହି ପବିତ୍ର ଦିନକୁ…
Read More...