banner
Breaking

ଜଗନ୍ନାଥ ଓ ଜଗନ୍ନାଥ ସ°ସ୍କୃତିକୁ ଅପମାନ।

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) କୋଟି ବ୍ରହ୍ମାଣର ଠାକୁର ପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ଭାଙ୍ଗି ଚୁରମାର କରିଦେଇଛି ଏକ ଅନୁଷ୍ଠାନ ଭକ୍ତଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷର ଭାବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଆର,ସି,ଏମ୍ ଜଗନ୍ନାଥ ମନ୍ଦିରରେ। ରଥରେ ଅଛନ୍ତି ଠାକୁର ମନ୍ଦିରରେ ଅଛନ୍ତି ଠାକୁର, ଏଠି ପୂଜା ପାଉଛନ୍ତି ସେଠି ପୂଜା ପାଉଛନ୍ତି, ଏଠିବି ସୁନାବେଶ ସେଠିବି ସୁନାବେଶ ଏଭଳି ସମ୍ଭବ ହେଲା କେମିତି ବୋଲି ଭକ୍ତଙ୍କ ମନରେ ପ୍ରଶ୍ନ ? ଯେଉଁ ଠାକୁର,ପରମ୍ପରା, ଅଲୌକିକ ଶକ୍ତି, ନୀତି ନିୟମକୁ ସାରା ପୃଥିବୀର ଲୋକ ମାନନ୍ତି ଏଠି ବ୍ୟତିକ୍ରମ ହେଉଛି କେମିତି ବୋଲି ଭକ୍ତମାନେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.