କେନ୍ଦ୍ରାପଡ଼ା:ଜଣେ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ପରେ ଏବେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଜଣଙ୍କ ଜଣେ ନେତ୍ରୀ । ଗତ ସରପଂଚ ନିିର୍ବାଚରେ ପ୍ରାର୍ଥୀ ହୋଇଥିଲେ । ମହିଳାଜଣକଙ୍କର ଯେଉଁ ଭିଡ଼ିଓ ଭାଇିରାଲ କରାଯାଇଛି ସେଥିରେ ସେ ଜଣେ ବ୍ୟକ୍ତିଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ଦୃଶ୍ୟ ପରିଲକ୍ଷିତ ହୋଇଛି । ଭିଡ଼ିଓଟି ୱାର୍ଟସପ, ଫେସବୁକ, ପର୍ଣ୍ଣ ସାଇଟରେ କେହି ଅପଲୋଡ଼ କରିଛି । ଭିଡ଼ିଓର ଅବଧି ୧ ମିନିଟ ୪୨ ସେକେଣ୍ଡ ରହିଛି ।ପୁଲିସ ଏ ସମ୍ପର୍କରେ ଖବର ପାଇ ନ ଥିବା କହିଛି । କିନ୍ତୁ ବର୍ତମାନ ତା ଉପରେ ପୁଲିସ ପକ୍ଷରୁ ଯାଂଚ ଆରମ୍ଭ ହୋଇଛି ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
