ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍ଖା କାରଖାନା ଠାବ କରାଯାଇଛି।ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିବାବେଳେ ଗତକାଲି ପୋଲିସ କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି । ଏହି ବ୍ୟବସାୟରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କାରଖାନାରେ ବିଭିନ୍ନ ବ୍ରାଣ୍ଡର ଲେବଲ ଲଗାଇ ବଜାରକୁ ଏହି ଗୁଟଖା ଛଡା ଯାଉଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
