ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍ଖା କାରଖାନା ଠାବ କରାଯାଇଛି।ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିବାବେଳେ ଗତକାଲି ପୋଲିସ କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି । ଏହି ବ୍ୟବସାୟରେ ସଂପୃକ୍ତ ଥିବା ଚାରି ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କାରଖାନାରେ ବିଭିନ୍ନ ବ୍ରାଣ୍ଡର ଲେବଲ ଲଗାଇ ବଜାରକୁ ଏହି ଗୁଟଖା ଛଡା ଯାଉଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Breaking
ଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରାଳୟ ଏବଂ NIFT ଏସିୟାନ୍ ସବକଣ୍ଟିନେଣ୍ଟ ଏବଂ ଭାରତର ଫ୍ୟାସନ୍ ସେଗ୍ମେଣ୍ଟ ପାଇଁ ଟ୍ରେଣ୍ଡ୍ ସୂଚନା ଏବଂ ପୂର୍ବାନୁମାନ ଆରମ୍ଭ କରିଛନ୍ତି”ଆପୋଲୋ ହସ୍ପିଟାଲ୍ସ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଯକୃତ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭଆଇଓଏସ ଉପକରଣଗୁଡ଼ିକ ଫିସିଂ ଆକ୍ରମଣ ପାଇଁ ଅଧିକ ବିପଦଯୁକ୍ତ: ଲୁକ୍ଆଉଟ୩ରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ ୨୦୨୫ ୨ ବିଶିଷ୍ଟ ବ୍ୟକ୍ତି ପାଇବେ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନନୀଳାଦ୍ରି ବିହାର ସ୍ପୋର୍ଟସ ଦୋକାନରୁ ଚୋରି