କଟକ,୯/୧୦(ବ୍ୟୁରୋ) ଆପଣମାନେ ଶୁଣିଥିବେ ଟଙ୍କା ଲୁଟ କି ଚେନ ଲୁଟ କିନ୍ତୁ ଏମିତି ଏକ ଘଟଣା ଘଟିଛି କଟକ ବଡ ଡାକ୍ତରଖାନାରେ ମୃତ୍ୟ ସହିତ ସଂଗ୍ରାମ କରୁଥିବା ଲୋକର ମୃତ୍ୟୁ ପରେ ପରିବାର ଲୋକଙ୍କୁ ନଜଣାଇ ଆଖି ଲୁଟି ନେଇଛନ୍ତି ଡାକ୍ତର । ଏନେଇ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଗତକାଲି ଆଠଗଡ କଇଥଛକ ନିକଟରେ ବାଇକ ସହିତ ବାଇକ ର ଧକ୍କାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଧାଈପୁର ଗ୍ରାମର ସମିର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ତେବେ ସମିର ସାହୁଙ୍କ ଶବ ବ୍ୟବଚ୍ଛେଦ ପରେ ଜାଣିବାକୁ ମିଳିଛି ତାଙ୍କ ଆଖି କୁ ଡାକ୍ତର ପରିବାର ଲୋକଙ୍କୁ ନଜଣାଇ କାଢି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
