banner
Breaking

ଆଜି ରାଜ୍ୟରୁ ୨୮୬ ପଜିଟିଭ ଚିହ୍ନଟ

1

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୨୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୧୧୯ ସ୍ଥାନୀୟ ଲୋକ ରହିଛନ୍ତି। ସେହିଭଳି ୧୮ ବର୍ଷରୁ କମ୍‌ ବୟସର ୩୬ ଆକ୍ରାନ୍ତ ରହିଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂତନ ଆକ୍ରାନ୍ତଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ଼ର ସର୍ବାଧିକ ରହିଛନ୍ତି। ସେହିଭଳି ଏହାଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା୧୩,୩୧,୧୩୯କୁ ବୃଦ୍ଧି ପାଇଛି। ସେଥିରୁ ୧୩,୨୦,୨୧୬ ସୁସ୍ଥ ହୋଇଥିବା ବେଳେ ୧୬୮୫ ଆକ୍ଟିଭ୍‌ କେସ୍‌ ଏବେ ରାଜ୍ୟରେ ରହିଛି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.