banner
Breaking
Browsing Category

ରାଜ୍ୟ

ରାଜ୍ୟରେ ଆଜି ୧୨,୩୯୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲାବେଳେ ୫୪୫୨ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
Read More...

ପ୍ରାତଃ ଭ୍ରମଣ ବନ୍ଦ। କଳାବଜାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଲକ୍‌ନାଉନ୍‌, ଶଟ୍‌ଡାଉନ୍‌ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଶେଷକରି କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ସଂକ୍ରମଣ ଅଧିକ ବଢ଼ୁଛି। ତେଣୁ କମିଶନରେଟ୍‌ ପୋଲିସ କଠୋର ଆଭିମୁଖ୍ୟ ଆପଣାଇଛି। ପୂର୍ବରୁ ଜାରି କଟକଣାକୁ ଅଧିକ…
Read More...

ଅନଲାଇନରେ ମିଳିବ ମଦ।

ଭୁବନେଶ୍ୱର,୧୩।୫: ଏଣିକି ଲକ୍‌ଡାଉନରେ ହୋମ ଡେଲିଭରି ହେବ ମଦ । ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ଦୋକାନୀ ମଦ ଡେଲିଭରି କରିପାରିବେ। ଏପରିକି ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ମଦ ଡେଲିଭରି ଦେଇପାରିବେ। ଏନେଇ ଅବକାରୀ କମିଶନରଙ୍କୁ ଜଣାଇଛନ୍ତି ଅବକାରୀ ସଚିବ। ଜିଲାପାଳଙ୍କ ନିର୍ଦ୍ଦେଶରେ…
Read More...

କେଉଁଦିନ ସରିବ କରୋନାର ଦ୍ବିତୀୟ ଲହର , ଜାଣନ୍ତୁ ବିଶେଷଜ୍ଞଙ୍କ ମତ।

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କେବେ ଦ୍ୱିତୀୟ ଲହରରୁ ଭାରତକୁ ମୁକ୍ତି ମିଳିବ ନେଇ ଅଶୋକ ବିଶ୍ୱବିଦ୍ୟାଳୟର ତ୍ରିବେଦି ସ୍କୁଲ୍‌ ଅଫ୍‌ ବାୟୋ ସାଇନ୍ସ୍‌ର ନିର୍ଦ୍ଦେଶକ ଖ୍ୟାତି ସମ୍ପନ୍ନ ଭୂତାଣୁ ବିଶେଷଜ୍ଞ…
Read More...

ରାଜ୍ୟରେ ଆଜି ପୁଣି ୧୦,୯୮୨ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୧୨/୫(ବ୍ୟୁରୋ):ରାଜ୍ୟରେ ଆଜି ପୁଣି ୧୦, ୯୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧିପାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ନୂଆ…
Read More...

ରାଜ୍ୟରେ ୧୫ଟି ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ କେନ୍ଦ୍ର।

ଭୁବନେଶ୍ୱର,୧୧/୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଅଧିକ ପରୀକ୍ଷା କରାଯାଇ କରୋନା ସଂକ୍ରମଣ ଚିହ୍ନଟ କରାଯାଇପାରିଲେ ରୋଗୀଙ୍କୁ ନିର୍ଦ୍ଧାରିତ ସମୟରେ ଚିକିତ୍ସା କରାଯାଇପାରିବ ଏବଂ ଏକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ। ଏହି ପରିପ୍ରେକ୍ଷୀରେ…
Read More...

ଟିକାର ଦ୍ବିତୀୟ ଡୋଜ୍ କେବେ ଓ କିପରି ନେବେ ଜାଣନ୍ତୁ।

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ କେବେ ନେବେ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଜାତୀୟ ଟାସ୍କ୍‌ ଫୋର୍ସ ସଦସ୍ୟ ତଥା ବରିଷ୍ଠ…
Read More...

ଝଡଡ଼ର୍ଷାରେ ଦୁଇ ମୃତ୍ୟୁ।

ଭୁବନେଶ୍ୱର,୧୧।୫(ବ୍ୟୁରୋ) ରାଜ୍ୟର ଅନେକ ସ୍ଥାନରେ ମଙ୍ଗଳବାର ବର୍ଷା ସହିତ ପବନ ହୋଇଛି। ଏହା ସହ ବିଜୁଳି ଓ ଘଡ଼ିଘଡ଼ି ମାରିବାରୁ ଏଥିରେ ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା…
Read More...

ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ।

ଭୁବନେଶ୍ବର୧୧/୫(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହେଲା ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ। ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁସୂଚନା ଦିଆଯାଇଛି। ଚିହ୍ନଟ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ଶରୀରରେ…
Read More...

ଓଡିଶାବାସୀଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ବିଶ୍ବସ୍ତରୀୟ ଟେଣ୍ଡର କରାଯାଇ ଟିକା ଆମଦାନୀ କରାଯିବ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୧/୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼୧୯ ମହାମାରୀ ବିରୁଦ୍ଧରେ ଆମର ଲଢ଼େଇରେ କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟ…
Read More...