banner
Breaking
Browsing Category

ରାଜନୀତି

ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ।

ପିପିଲି: ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୭ ଦିନ ବାକି। ଇତିମଧ୍ୟରେ ପିପିଲି ବ୍ଲକ ଓ ଏନ୍‍ଏସିର ୩୬୧ ଜଣ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତି ପୋଷ୍ଟାଲ ବାଲଟ ମାଧ୍ୟମରେ ଘରେ ମତଦାନ କରିଛନ୍ତି। ପିପିଲି ବ୍ଲକର ୨୫ଟି ପଞ୍ଚାୟତ ଓ ଏନ୍‍ଏସିରେ ଏହି ବର୍ଗରେ ଥିବା ୩୬୫ଜଣ ଭୋଟର…
Read More...

ନିର୍ବାଚନୀ ରାଲି ପାଇଁ ଲାଗିଲା କଟକଣା।

ନୂଆଦିଲ୍ଲୀ, ୧୧।୪(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବା ପାଇଁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ପାଳନ ନ ହେଲେ ନିର୍ବାଚନୀ…
Read More...

କ°ଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା।

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ବନ୍ଧୁଗଣ, ମୁଁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି। ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ…
Read More...

ବିଜେଡିର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଦାବିକଲା ବିଜେପି।

ଭୁବନେଶ୍ୱର ,୮/୪ :- ପିପିଲି ଉପନିର୍ବାଚନରେ ଶାସକ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ପ୍ରଚାର କରିବା ପାଇଁ କହିଛନ୍ତି। ଦଳ ତରଫରୁ ଏହି ପ୍ରଚାରକୁ ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ପହଞ୍ଚାଇବା ପାଇଁ ବେନିୟମ ଭାବେ ସରକାରୀ ସ୍କୁଲ ଏବଂ ତାହର ପ୍ରାଙ୍ଗଣକୁ ବ୍ୟବହାର କରାଯିବା…
Read More...

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ନାହିଁ ମମତା।

କୋଲକତା,୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଡକାଯାଇଥିବା ଏକ ଡିଜିଟାଲ ବୈଠକରେ ଯୋଗଦେବେ ନାହିଁ। ରାଜ୍ୟ ସରକାର ସୂତ୍ର ଗୁରୁବାର ଏହି ସୂଚନା ମିଳିଛି। ଏହି ସଭାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦୋପାଧ୍ୟାୟ…
Read More...

ଗୋଟିଏ ଗୋଡରେ ପଶ୍ଚିମବଙ୍ଗ, ଦୁଇ ଗୋଡରେ ଦିଲ୍ଲୀ ଜିତିବି : ମମତା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ମଙ୍ଗଳବାର ମତଦାନ ହେବ। ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ଗୋଟିଏ ଗୋଡରେ ନିର୍ବାଚନ ପ୍ରଚାର କରି ୨୦୨୧ ବିଧାନସଭା ନିର୍ବାଚନ ଜିତିବା ନେଇ ନିଶ୍ଚିତ ଅଛନ୍ତି।…
Read More...

ପିପିଲି ଉପ ନିର୍ବାଚନରେ ୧୦ ପ୍ରାର୍ଥୀ।

ପୁରୀ ,୪।୪: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଦୀପକ କୁମାର ଦାସ ଓ ସମ୍ବିତ ପଟ୍ଟନାୟକ। ଶନିବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପୂର୍ବରୁ ୩ଜଣଙ୍କ ପ୍ରାର୍ଥତ୍ପତ୍ର ନାକଚ ମଧ୍ୟ…
Read More...

ସରିଲା ବିଧାନସଭା , ବିନା ବିରୋଧୀରେ ପାରିତ ହେଲା ବିଲ୍।

ଭୁବନେଶ୍ବର ,୪/୪(ଓଡ଼ିଆ ନ୍ୟୁଜ): ଷୋଡଶ ବିଧାନସଭାର ଷଷ୍ଠ ତଥା ବଜେଟ ଅଧିବେଶନ ଶନିବାର ସମାପ୍ତ ହୋଇଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଏବଂ ଆଉ ୮ଟି ବିଲ୍ ପାରିତ ହୋଇଛି। କୋଭିଡ଼ ମହାମାରୀର ଦ୍ବିତୀୟ ଲହର ରାଜ୍ୟକୁ…
Read More...

ଦେଶର ବିକାଶରେ ବାଧକ ସାଜିଛି ସାମ୍ପ୍ରଦାୟିକ ରାଜନୀତି।

ଗୁଆହାଟି,୩।୪: ଦେଶର ବିକାଶ ପଥରେ ଧର୍ମନିରପେକ୍ଷ ଏବଂ ସାମ୍ପ୍ରଦାୟିକ ରାଜନୀତି ବାଧା ସୃଷ୍ଟି କରୁଛି। ଏଭଳି ରାଜନୀତି ଖେଳ ଦେଶ ପାଇଁ କ୍ଷତିକାରକ। ଭାଜପା ସରକାର ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ମନ୍ତ୍ର ଆଧାରରେ ବିଭିନ୍ନ ଯୋଜନା ପ୍ରଣୟନ କରି ସାଧାରଣ ଜନତାଙ୍କ ସ୍ଥିତିରେ…
Read More...

ପିପିଲି ନିର୍ବାଚନ ପାଇଁ ବିଜେଡି, କ°ଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ।

ଭୁବନେଶ୍ୱର,୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ଶୁକ୍ରବାର ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ପୂର୍ବରୁ ବିଜେପି ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଛି। ବିଜେଡି:- ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାର ମୁଖ୍ୟ ଆକର୍ଷକ…
Read More...