Breaking
ଓଡ଼ିଶାରେ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନକୁ ଅଦ୍ଭୁତପୂର୍ବ ସମର୍ଥନଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନା
Browsing Category
ଜୀବନ ଚର୍ଯ୍ୟା
ପ୍ରତାପ ଜେନା କରୋନା ସ°କ୍ରମିତ।
ଭୁବନେଶ୍ୱର,୮।୫(ବ୍ୟୁରୋ): ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।
ସେ ଟୁଇଟ୍ରେ ଲେଖିଛନ୍ତି, ମୋ’ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ନିକଟରେ ତାଙ୍କ…
Read More...
Read More...
ଆଉଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା।
ଭୁବନେଶ୍ବର,୧/୫(ବ୍ୟୁରୋ): ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଟାଇମ୍ସ ଅଫ ଇଣ୍ଡିଆର ଯୁବ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଭୁବନେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୪୮ବର୍ଷ ହୋଇଥିଲା। ପ୍ରୀତିମାନ ମହାପାତ୍ର…
Read More...
Read More...
ବରିଷ୍ଠ ସାମ୍ବାଦିକଙ୍କ ପରଲୋକ।
ଭୁବନେଶ୍ବର : ମହାମାରୀ କରୋନା ନେଲା ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୧୪ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି…
Read More...
Read More...
ସରସ୍ୱତୀ କଳା ପରିଷଦ ପକ୍ଷରୁ ଓଡିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା ସମ୍ବର୍ଦ୍ଧିତ ।
କଟକ - କଟକ ସଦର ଅନ୍ତର୍ଗତ କଳାବିହାର,କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି) ପକ୍ଷରୁ ଓଡିଶୀ ନୃତ୍ୟକଳା,ଶିକ୍ଷାଦାନ ଦିଗରେ ଉଲ୍ଲେଖନୀୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ଜିଲ୍ଲା ସିଦ୍ଧେଶ୍ୱରପୁର ଉପକଣ୍ଠ କଇଜଙ୍ଗା ମାଟିର କୃତି ସନ୍ତାନ ତଥା…
Read More...
Read More...
ଅକ୍ସିଜେନ୍ ପାଇଁ ୧ କୋଟି ଦେଲେ ତେନ୍ଦୁଲକର।
ନୂଆଦିଲ୍ଲୀ, ୩୦ା୪ (ବ୍ୟୁରୋ)-କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ କ୍ରୟ ଲାଗି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଗୁରୁବାର ୧କୋଟି ଟଙ୍କା ଦାନ କରିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାରୁ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏବେ ସଙ୍କଟରେ ପଡ଼ିଛି। ରୋଗୀଙ୍କୁ…
Read More...
Read More...
ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ।
ଭୁବନେଶ୍ବର,୨୭/୪(ଓଡ଼ିଆ ନ୍ୟୁଜ): ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସଙ୍କ ୮୭ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମ୍ରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ପରଲୋକ ହୋଇଛି ବୋଲି ବୋହୁ…
Read More...
Read More...
ଯୁବ ସମାଜସେବୀ ସଞ୍ଜୟ ସାହୁଙ୍କ ପିତୃ ବିୟୋଗ।
କଟକ - କଟକ ସଦର କିଶନନଗର ଉପକଣ୍ଠ ବାରଦା ପଂଚାୟତ ଶଗଡିପାଟଣା ଗ୍ରାମର ଯୁବସମାଜସେବୀ ସଂଜୟ ସାହୁଙ୍କ ପିତା ଗଜେନ୍ଦ୍ର ନାଥ ସାହୁ(୬୬)ଙ୍କ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି । ସ୍ବର୍ଗତ ଗଜେନ୍ଦ୍ର ନାଥ ସାହୁ ଜଣେ ଧର୍ମପରାୟଣ,ସରଳ,ନିଷ୍କପଟ ବ୍ୟକ୍ତିଭାବେ ସ୍ଥାନୀୟ ଅଞ୍ଚଳରେ…
Read More...
Read More...
ଜନ ସଚେତନତାରେ ସମାଜସେବୀ ରସାନନ୍ଦ ବେହେରାଙ୍କ କୃତିତ୍ୱ ।
କଟକ - କରୋନା ମହାମାରୀର ଦିତୀୟ ଲହରୀ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା ଓ ଏହାର ପାଳନ ଉପରେ ପୂର୍ଣ୍ଣ…
Read More...
Read More...
ଏଆରପୋର୍ଟରେ କଟକଣା ଲଗାଇଲେ ଦିଲ୍ଲୀ ସରକାର।
ନୂଆଦିଲ୍ଲୀ, : ମହାରାଷ୍ଟ୍ରରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍-୧୯ ଟେଷ୍ଟ ରିପୋର୍ଟକୁ ଯାଞ୍ଚ କରୁ ନାହାନ୍ତି ୪ ଏୟାର ଲାଇନ। ଏଥିଯୋଗୁ ଇଣ୍ଡିଗୋ, ବିସ୍ତାରା, ସ୍ପାଇସଜେଟ ଓ ଏୟାର ଏସିଆ ବିରୋଧରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ…
Read More...
Read More...
କମ୍ରେଡ ବନମାଳୀ ଜେନାଙ୍କ ଶହେତମ ଜନ୍ମଜୟନ୍ତୀ।
ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ): ଐତିହାସିକ ପଟିଆ ବନ୍ଧର ଶେଷ ବିନ୍ଧାଣୀ କମ୍ରେଡ୍ ବନମାଳୀ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ୱର୍ଗତ ବନମାଳୀ ଜେନାଙ୍କର ଜନ୍ମଶତବାର୍ଷିକୀ ଉତ୍ସବ ପାଳନ କରାଯାଇଛି । ପଟିଆ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଜେନାଙ୍କର ଏକ ବ୍ରୋଞ୍ଜ…
Read More...
Read More...