banner
Breaking
Browsing Category

ଜୀବନ ଚର୍ଯ୍ୟା

କରୋନାରେ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ।

ଭୁବନେଶ୍ୱର ,୧୭/୫(ବ୍ୟୁରୋ): କରୋନାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ସକାଳେ ପରଲୋକ ଘଟିଛି। ଏନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ଖରାପ…
Read More...

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର, ୧୭/୦୫- ପ୍ରଖ୍ୟାତ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ରବିବାର ସକାଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା। ଦୀର୍ଘ ଦୁଇ ମାସ ଧରି ସେ ଅସୁସ୍ଥ ରହିଥିଲେ। ସ୍ବର୍ଗତ ଘନଶ୍ୟାମ ଧଳ ୧୯୩୨ମସିହା ମେ' ମାସ ୩୧ ତାରିଖରେ କେନ୍ଦ୍ରାପଡ଼ା…
Read More...

ଆରମ୍ଭ ହେଲା ବାତ୍ୟା ତଉକତେର ତାଣ୍ଡବ।

ବେଙ୍ଗାଲୁରୁ,୧୬/୫ : ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତଉକତେ’ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଉପକୂଳ ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ଗୁଜରାଟର ଭେରାଭଲ ଏବଂ…
Read More...

ରାସ୍ତାକଡ ଦୋକାନୀଙ୍କୁ ୧୦୦୦ ଟଙ୍କା ଓ ଗରିବଙ୍କୁ ୩ ମାସର ରାଶନ ମିଳିବ।

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶରେ କରୋନାର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ମିଳୁ ନ ଥିବା…
Read More...

ଭୟଙ୍କର ରୂପ ନେଉଛି ବାତ୍ୟା ତଉକତେ।

ନୂଆଦିଲ୍ଲୀ,୧୬/୫ : ଆରବ ସାଗରରେ ସୃଷ୍ଟ ଲଘୁଚାପ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ଶନିବାର ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇଛି। କ୍ରମଶଃ ଏହା ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ପରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ। ବାତ୍ୟାର ନାମ ରଖାଯାଇଛି ‘ତଉକତେ’। ବାତ୍ୟା ସ୍ଥଳଭାଗ…
Read More...

କରୋନାରେ ଚାଲିଗଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ।

କୋଲକାତା,୧୫।୫: କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସିମ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ…
Read More...

ବରିଷ୍ଟ ଶିକ୍ଷୟିତ୍ରୀଙ୍କ ଦେହାନ୍ତ

କରୋନା ଦିନକୁ ଦିନ ବେକାବୁ ହେବାରେ ଲାଗିଛି।ବିଭିନ୍ନ ନୀତିନିୟମ,ସଚେତନ ହେବା ସତ୍ତ୍ବେ କରୋନା ଆକ୍ରାନ୍ତ ବଢିବା ସହ ମୂଲ୍ଯବାନ ଜୀବନ ଚାଲି ଯାଉଛି।ଠିକ୍ ସେଭଳି କୋରାପୁଟ ବ୍ଲକ ଅନ୍ତର୍ଗତ ଫୋରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଂଯୁକ୍ତା ପଟ୍ଟନାୟକଙ୍କ ଦେହାନ୍ତ…
Read More...

ମାସ୍କରେ ନଷ୍ଟ ହେବ କରୋନା ଭୂତାଣୁ। ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଉଦଭାବନ।

କରୋନା ଭୂତାଣୁଠାରୁ ଜୀବନ ରକ୍ଷା ଲାଗି ଟିକା ପ୍ରସ୍ତୁତ ହୋଇଛି। କିନ୍ତୁ କରୋନା ଭୂତାଣୁକୁ ମାରିବାର କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ନାମ ହେଉଛି ଦିଗନ୍ତିକା ବୋଷ ଏବଂ ଘର ପଶ୍ଚିମବଙ୍ଗରେ। ଦିଗନ୍ତିକା ତିଆରି କରିଥିବା…
Read More...

ପରଲୋକରେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର।

ଭୁବନେଶ୍ୱର,୯।୫(ବ୍ୟୁରୋ): ମହାମାରୀ କରୋନା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ନେଇଛି। ରବିବାର ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଆଜି…
Read More...

ପ୍ରତାପ ଜେନା କରୋନା ସ°କ୍ରମିତ।

ଭୁବନେଶ୍ୱର,୮।୫(ବ୍ୟୁରୋ): ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍‌ରେ ଲେଖିଛନ୍ତି, ମୋ’ ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ନିକଟରେ ତାଙ୍କ…
Read More...