Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ଶିକ୍ଷା
ଉଚ୍ଚଶିକ୍ଷା ସମ୍ବନ୍ଧରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ।
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଯୁକ୍ତ୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଯୁକ୍ତ୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ…
Read More...
Read More...
ପୋଲିସଙ୍କୁ ସହଯୋଗର ହାତ ବଢାଇଲେ ଷଷ୍ଠ ଶ୍ରେଣୀ ଛାତ୍ର।
ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସମୟରେ ସମ୍ମୁଖ ଯୋଦ୍ଧା ଭାବେ ଅନେକ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥଳେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ର ଇସାନ ନାୟକ। ନିଜ ସଞ୍ଚିତ ଅର୍ଥରୁ ୪୩…
Read More...
Read More...
ଭିଡିଓ କ୍ଲାସ କରିବେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ।
ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଗତବର୍ଷ ପରି ଏବର୍ଷ ମଧ୍ୟ କରୋନା ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର ଭିଡିଓ କ୍ଲାସ୍ କରିବେ। ଏ ନେଇ ସୋମବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ଡିଏଚ୍ଏସ୍ଇ)ର ଅତିରିକ୍ତ ନିର୍ଦ୍ଦେଶକ ବିଜୟା କୁମାରୀ ପାତ୍ର ସମସ୍ତ ଉଚ୍ଚମାଧ୍ୟମିକ…
Read More...
Read More...
ଗାଁ କୁ ଯାଇ ପଢାଇବେ ଶିକ୍ଷକ।
ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ବନ୍ଦ ରହିଛି। ଗତବର୍ଷଠାରୁ ଏଯାବତ୍ ବିଦ୍ୟାର୍ଥୀ ଶ୍ରେଣୀଗୃହ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟରେ ଗତବର୍ଷ ଅନ୍ଲାଇନ୍(ଆଭାସି) ଭାବେ ପାଠପଢା କରାଯାଇଥିଲେ ମଧ୍ୟ ନେଟୱାର୍କ…
Read More...
Read More...
ଘୁଞ୍ଚିଲା ୟୁପିଏସସି ପରୀକ୍ଷା।
ନୂଆଦିଲ୍ଲୀ, ୧୪।୫(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଚଳିତ ବର୍ଷ ଜୁନ୍ରେ ହେବାକୁ ଥିବା ସିଭିଲ୍ ସର୍ଭିସ ପ୍ରିଲିମିନାରି ପରୀକ୍ଷାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ପ୍ରଶାସନିକ ସେବା…
Read More...
Read More...
କିସ୍ ବିଶ୍ୱବିଦ୍ୟାଳୟରେ ପ୍ରମୁଖ ବ୍ୟକ୍ତିଙ୍କ ଯୋଗଦାନ
ଭୁବନେଶ୍ୱର: କିସ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍ ତ୍ରିପାଠୀ କିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ…
Read More...
Read More...
ଶିକ୍ଷାବନ୍ଧୁ ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ସିକମର ସର୍ବୋତ୍ତମ ସମ୍ମାନ।
ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ): ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ସିକିମ୍ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ସମ୍ମାନସୂଚକ ଡିଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଶନିବାର…
Read More...
Read More...
ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଚାଉଳ ଓ ଟଙ୍କା।
ଭୁବନେଶ୍ୱର,୮/୫(ବ୍ୟୁରୋ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାଳୟ ବନ୍ଦ ରହିଛି। ତେବେ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବାବଦରେ ଚାଉଳ ଓ ଟଙ୍କା ମିଳିବ। ଏନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।…
Read More...
Read More...
ଦଶମ ଶ୍ରେଣୀ ଖାତା ମୂଲ୍ୟାୟନ ପାଇଁ ଆସିଲା ଗାଇଡଲାଇନ୍।
ଭୁବନେଶ୍ୱର,୭।୫: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ଏକ ନୂତନ ଗାଇଡ୍ଲାଇନ ଜାରି କରାଯାଇଛି। ଗାଇଡ୍ଲାଇନରେ ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ପରୀକ୍ଷାର କେଉଁ ଭଳି ମୂଲ୍ୟାଙ୍କନ ହେବ ତାହା ଚୂଡାନ୍ତ ହୋଇଛି। ନବମ ଏବଂ ଦଶମ…
Read More...
Read More...
ପିଲାଙ୍କ ସ୍କୁଲ ଫି କମାଇବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ।
ନୂଆଦିଲ୍ଲୀ:କରୋନା ମହାମାରୀ ପାଇଁ ଦେଶରେ ବିଦ୍ୟାଳୟଗୁଡିକୁ ବନ୍ଦ ରଖାଯାଇଛି। ଫଳରେ ବିଦ୍ୟାଳୟଗୁଡିକ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ତେବେ ଏହି ଅନଲାଇନ ପାଠପଢା ପାଇଁ ଘରୋଇ ବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରୁଥିବା ଦେୟ (ଫି’) ନିଶ୍ଚିତ ହ୍ରାସ…
Read More...
Read More...