banner
Breaking
Browsing Category

ଶିକ୍ଷା

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର,: ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପଙ୍କଜ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ କଲେଜର ପୂର୍ବତନ ଅଧ୍ୟକ୍ଷ…
Read More...

ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଭୟ ବିଜ୍ଞାନ ଓ ନୈତିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କ୍ଲାଉଡ କମ୍ପ୍ୟୁଟିଙ୍ଗ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ ସିଷ୍ଟମସ୍‌ ଲାବରୋଟରୀ, ମେଲବୋର୍ଣ୍ଣ ୟୁନିଭରସିଟି, ଅଷ୍ଟ୍ରେଲିଆର ନିର୍ଦ୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ରାଜକୁମାର ବୁୟା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) କଣ୍ଟାବାଡ଼, ଭୁବନେଶ୍ୱର…
Read More...

ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ଆର୍ଥିକ ବିନିଯୋଗର ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଏକ ଅନ୍ତର୍ଜାତିୟ ସମିଳନୀ କଣ୍ଟାବାଡ଼ସ୍ଥ ଆଇଆଇଏମଟି ର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆର୍ଥିକ ବିନିଯୋଗର ସମୀକ୍ଷା ଉପରେ ଗୁରୁତ୍ୱ ଦେଲେ ବ୍ୟବସାୟିକ…
Read More...

ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ବ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର:କଣ୍ଟାବାଡ ଆଇଆଇଏମ୍ ଟି (ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜୀ) ଏବଂ ୟୁନେସ୍କୋ ର ମିଳିତ ସହଯୋଗ ରେ ନୈତିକ ବିତ୍ତ ବ୍ୟବସ୍ଥା ଏବଂ ଦାୟିତ୍ବ ସମ୍ପନ୍ନ ପୁଞ୍ଜି ଲଗାଣ ଉପରେ ଜୁମ ମାଧ୍ୟମରେ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଥିଲା। ଆଇଆଇଏମ୍ ଟି ର…
Read More...

ଉଦୟନାଥ କଲେଜ ଏବଂ ଆଇଆଇଏମ୍‌ଟି ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଅଡ଼ଶପୁରସ୍ଥ ଉଦୟନାଥ ମହାବିଦ୍ୟାଳୟ ଏବଂ କଣ୍ଟାବାଡ଼ସ୍ଥ ଆଇଆଇଏମ୍‌ଟିର ମିଳିତ ସହଯୋଗରେ ବ୍ୟବସାୟିକ ବିଶ୍ଲେଷଣତା ଏବଂ କର୍ମ ନିଯୁକ୍ତି ଉପରେ ଏକ ଆଲୋଚନାଚକ୍ର ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...

ଧର୍ମେନ୍ଦ୍ର ପ୍ରଧାନ ୨୬ ବିଶ୍ୱକର୍ମା ଗୁରୁଙ୍କୁ ସମ୍ମାନୀତ କଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ବିଭିନ୍ନ ଟ୍ରେଡର ବିଶ୍ୱକର୍ମା ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୮ ଟ୍ରେଡର ୨୬ ଜଣ ବିଶେଷଜ୍ଞ କାରିଗର ତଥା…
Read More...

ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାଓ୍ବାର

ଭୁବନେଶ୍ୱର : ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା…
Read More...

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଭାରତ ସ୍ୱାଧୀନତାର ମହାନାୟକ, ଅହିଂସା ପଥପ୍ରଦର୍ଶକ, ଜାତୀୟ ପିତା ମହତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସ ପାଳିତ…
Read More...

ଈଶାନେଶ୍ବର ବସ୍ତିରେ ପାଠାଗାର ଉଦଘାଟିତ

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ଈଶାନେଶ୍ବର ବସ୍ତିରେ ବକୁଳ ଫାଉଣ୍ଡେସନ ସହଯୋଗରେ ବସ୍ତି ପାଠାଗାର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ବସ୍ତି ପାଠାଗାର ଉଦଘାଟନ କରି କହିଥିଲେ ବଡ଼ ମଣିଷ ହେବା ପାଇଁ…
Read More...

ବାଲେଶ୍ୱର ରେଳ ଦୁର୍ଘଟଣା ଓଡ଼ିଶା ମୃତକଙ୍କ ପରିବାରର ଜଣକୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର, : ବାଲେଶ୍ୱର ବାହାନଗାଠାରେ ଘଟିଥିବା ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟରେ ମାଗଣା ଶିକ୍ଷା ଦାନ କରିବାକୁ କିଟ୍‍ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଆଜି ଏ ସମ୍ପର୍କରେ କିଟ୍‍ ଓ କିସ୍‍…
Read More...