banner
Breaking
Browsing Category

ଜିଲ୍ଲା

ବିଜୁ ଛାତ୍ର ଜନତାଦଳ ପକ୍ଷରୁ ବିଷ୍ଣୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି।

ଜଗତସିଂହପୁର,୧୦/୭( ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ବିଜୁ ଛାତ୍ର ଜନତା ଦଳ ତରଫରୁ ବ୍ଲକ ଛାତ୍ର ବିଜେଡି ସଭାପତି ଦେବିପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ସହ ନିରବ ପ୍ରାଥନା…
Read More...

ଜଗତସିଂହପୁରରେ ପହଞ୍ଚିଲା ବିଷ୍ଣୁ ଦାସଙ୍କ ମରଶରୀର। ଶେଷ ଦର୍ଶନ କଲେ ଅଞ୍ଚଳବାସୀ,ମନ୍ତ୍ରୀ, ବିଧାୟକ ଓ ନେତୃମଣ୍ଡଳୀ।

ଜଗତସିଂହପୁର,୭/୭(ଓଡ଼ିଆ ନ୍ୟୁଜ) ଜଗତସିଂହପୁରରେ ପହଞ୍ଚିଛି ବରିଷ୍ଠ ବିଜେଡି ନେତା ତଥା ଜଗତସିଂହପୁରର ମଉଡମଣୀ ଏବଂ ଦଳିତଙ୍କ ବାଦଶାହା ବିଷ୍ଣୁ ଦାସଙ୍କ ମରଶରୀର। ବିଷ୍ଣୁ ଦାସ ଅମର ରହେ ଧ୍ବନିରେ ଫାଟି ପଡିଛି ଜଗତସିଂହପୁର ମାଟି। ନିଜର ପ୍ରିୟ ନେତାଙ୍କୁ ହରାଇ ସମସ୍ତେ ଦୁଖରେ ଭାଙ୍ଗି…
Read More...

ଭୁବନେଶ୍ୱରରୁ ପୁଣି ୧୭ ପଜିଟିଭ ଚିହ୍ନଟ। ୧୦ ଲୋକାଲ୍ ୨ କରୋନା ଯୋଦ୍ଧା।

ଭୁବନେଶ୍ୱର,୬।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫ ଜଣଙ୍କ,…
Read More...

ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୬/୭(ଓଡ଼ିଆ ନ୍ୟୁଜ) ବରିଷ୍ଠ ବିଜେଡ଼ି ନେତା ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁଚରଣ ଦାସଙ୍କ ୬୬ବର୍ଷରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ୬ଥର ବିଧାୟକ, ଥରେ ମନ୍ତ୍ରୀ ଓ ଥରେ ସାଂସଦ ଥିଲେ ବିଷ୍ଣୁ ଦାସ। ଜଗତସିଂହପୁରରୁ ୫ଥର ଏବଂ…
Read More...

ଆମ ଓଡିଶା ଓ ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର।

ଜଗତସିଂହପୁର,୫/୭(ଓଡ଼ିଆ ନ୍ୟୁଜ):ଆଜି ସାଇ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ଅବସର ଆମ ଓଡ଼ିଶା ଓ ସାଇ ମନ୍ଦିର ଗୋପାଳ ସାଗର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ସାମାଜିକ ଦୂରତା ରକ୍ଷା କରି ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଟ୍ରଷ୍ଟ ସଭାପତି ହେମନ୍ତ କୁମାର…
Read More...

ଭୁବନେଶ୍ୱରରୁ ଆଜି ପୁଣି ୧୯ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୫/୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ବରରୁ ପୁଣି ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଓ ୨ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୯ ଜଣଙ୍କ…
Read More...

୮ ତାରିଖ ପର୍ଯ୍ୟନ୍ତ କଟକ ସଟଡାଉନ।

କଟକ,୪/୭(ଓଡ଼ିଆ ନ୍ୟୁଜ): ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହର । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ମଧ୍ୟ ରାତ୍ର ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ ବୋଲି ଆଜି ଘୋଷଣା କରିଛି କଟକ…
Read More...

ଭୁବନେଶ୍ୱରରେ ପୁଣି ୪୫ ପଜିଟିଭ ଚିହ୍ନଟ। ପ୍ରତିଦିନ ନୂଆ ଏରିଆକୁ ପଞ୍ଝା ମାରୁଛି କରୋନା।

ଭୁବନେଶ୍ୱର,୪।୭(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ କଲୋନୀ ଓ ବସ୍ତିକୁ ପଞ୍ଝା ମାରୁଛି କରୋନା। ପ୍ରତିଦିନ କେଉଁଠୁ ନା କେଉଁଠି ନୂଆ ଏରିଆରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ।ଶନିବାର ଭୁବନେଶ୍ୱରରେ ପୁଣି ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ…
Read More...