Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
କିଟ ଛକରେ ରେଷ୍ଟ୍ରୁରାଣ୍ଟ ଓ ଦୋକାନରେ ଲାଗିଲା ନିଆଁ।
ଭୁବନେଶ୍ବର,୫/୫(ବ୍ୟୁରୋ): ଗତକାଲି ସନ୍ଧ୍ୟା ସାଢ଼େ ୮ଟା ସମୟରେ ଭୁବନେଶ୍ବର କିଟ୍ ରୋଡ୍ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ପାଖାପାଖି ଦେଢ଼ଘଣ୍ଟା କାଳ ରେଷ୍ଟୁରାଣ୍ଟରେ ନିଆଁ ଲାଗିରହିଥିଲା। ରେଷ୍ଟୁରାଣ୍ଟ ସହ ଏହାର ସଂଲଗ୍ନ ଦୋକାନଗୁଡ଼ିକ…
Read More...
Read More...
ଭୟ ଓ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ : କମିଶନର
ଭୁବନେଶ୍ୱର,୪।୫(ବ୍ୟୁରୋ): କଟକ ଓ ଭୁବନେଶ୍ୱର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦ୍ୱୈତନଗରୀବାସୀଙ୍କୁ ଲକ୍ଡାଉନକୁ ନେଇ କୌଣସି ଭୟ ଓ ଆଶଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ ଘୋଷଣା କରାଯାଇଛି।…
Read More...
Read More...
ସମସ୍ତ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକା।
ଭୁବନେଶ୍ୱର, ୪।୫ (ବ୍ୟୁରୋ): କାର୍ଯ୍ୟରତ ସାମ୍ବାଦିକ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୋମବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯାତ୍ରୀନିବାସଠାରେ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ୧୭୦ଜଣ ସାମ୍ବାଦିକଙ୍କୁ ଟିକା ଦିଆଯାଇଛି। ତେବେ…
Read More...
Read More...
ବଢିବ ଟିକାକେନ୍ଦ୍ର ସ°ଖ୍ୟା।
ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ବେଳେ, ସୋମବାର ଭୁବନେଶ୍ୱରରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି। ହେଲେ କିଛି ସ୍ଥାନରେ ଲୋକେ ବିନା ପଞ୍ଜିକରଣରେ ଟିକାକେନ୍ଦ୍ରକୁ ଆସି ଅଯଥା ଗହଳି…
Read More...
Read More...
ବୟାଳିଶମୌଜାରେ ହିନ୍ଦୁସେନା ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ ।
କଟକ - କଟକ ସଦର ବ୍ଲକ ବୟାଳିଶମୌଜା ଉପକଣ୍ଠ ବେଣ୍ଟକାର ପଂଚାୟତର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ,ଇଲେକ୍ଟ୍ରି ଅଫିସ, ସ୍ୱାସ୍ଥ୍ୟକେନ୍ଦ୍ର,ପୋଲିସ ଫାଣ୍ଡି ଆଦିରେ ହିନ୍ଦୁସେନା ବୟାଳିଶମୌଜା ଶାଖା ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣର ଦିତୀୟ ଲହର ରୋକିବା ତଥା କର୍ମଚାରୀ ଓ…
Read More...
Read More...
ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ।
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଏହି ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ଗତ ୧ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଟିକା ଅଭାବରୁ ଏହା ହୋଇ ପାରି ନ ଥିଲା। ଏଥିପାଇଁ ରାଜ୍ୟ ସରକାର…
Read More...
Read More...
ଆସନ୍ତା ସୋମବାର ଠାରୁ କଟକରେ ଦିନ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର।
କଟକ,୩୦/୪(ବ୍ୟୁରୋ) : ଟ୍ୱିନ ସିଟିରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଲାଗୁ କରାଯାଉଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି ଆସନ୍ତା ସୋମବାର ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଯାଏଁ…
Read More...
Read More...
ଜଳବନ୍ଦୀ ସମସ୍ୟା ଦୁରକଲେ ଉତ୍ତର ବିଧାୟକ।
ଭୁବନେଶ୍ୱର : ଭଇର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି ଏମ ସି ୱାର୍ଡ ନମ୍ବର ୪ ଅଂଚଳରେ ବହୁଦିନ ଧରି ଲାଗିରହୁଥିବା ଜଳବନ୍ଦୀ ସମସ୍ୟାର ସମାଧାନ ହେବାକୁ ଯାଉଛି । ଗୁରୁବାର ପାହାଳ ବଜାର ଠାରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ବାରା ପ୍ରାୟ ୪ କୋଟି ୮୦ଲକ୍ଷ…
Read More...
Read More...
ଦୁଇଟି ରାସ୍ତା ଆଲୋକୀକରଣର ଉଦଘାଟନ କଲେ ଉତ୍ତର ବିଧାୟକ।
ଭୁବନେଶ୍ୱର : ଭୁବନେଶ୍ବର ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ.୧୬ ଜାଭିୟର ଛକ ଠାରୁ ଗୋପବନ୍ଧୁ ଶିକ୍ଷା ଏକାଡେମୀ ଓ କଳିଙ୍ଗ ହସ୍ପିଟାଲ ଛକ ଠାରୁ ରେଲ ବିହାର କଲୋନୀ ପର୍ଯ୍ୟନ୍ତ ରାସ୍ତା ଆଲୋକିକରଣ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ…
Read More...
Read More...
ରାଜଧାନୀରେ ଆଜି ପୁଣି ୮୫୧ ଆକ୍ରାନ୍ତ ଚିହ୍ନଟ। ପଟିଆରୁ ସର୍ବାଧିକ।
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୫୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୯୬କୁ ବୃଦ୍ଧି ପାଇଛି। ସେଥିରୁ ୬୯୧୩ଜଣ ଆକ୍ଟିଭ୍ କେସ…
Read More...
Read More...