Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ଜିଲ୍ଲା
ଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ ସମସ୍ୟା
ଭୁବନେଶ୍ୱର,୧୦/୮(ବ୍ୟୁରୋ): ଭୁବନେଶ୍ୱରରେ ଦୂର ହେବ ଟ୍ରାଫିକ୍ ସମସ୍ୟା । ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ୫ଟି ସଚିବ । ଭୁବନେଶ୍ୱରର ଦିନକୁ ଦିନ ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗାଡ଼ି…
Read More...
Read More...
ବନ୍ଧୁତ୍ବ ଦିବସକୁ ନିଆରା ଭାବେ ପାଳିଲା ଯାଯାବର ସଂଗଠନ
ଭୁବନେଶ୍ବର: ସ୍ବଚ୍ଛତାର ବାର୍ତ୍ତା ଦେଇ ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ଯାଯାବର । ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସାମ୍ବାଦିକ ଭାଇ ଭଉଣୀ ।ଭୁବନେଶ୍ୱର ଖଣ୍ଡଗିରି ବସଷ୍ଟାଣ୍ଡ ପରିସରକୁ ସଫା କରିଛନ୍ତି। ଏହା ସହ ରାସ୍ତା କଡରେ ବୃକ୍ଷରୋପଣ ମଧ୍ୟ କରିଥିଲେ।ଯାଯାବର…
Read More...
Read More...
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିଚୟପତ୍ର ବଣ୍ଟନ
ଭୂବନେଶ୍ୱର: ସତ୍ୟନଗର ଲେଡିସ୍ ଫୋରମ୍ ତରଫରୁ ସ୍ଥାନୀୟ ରୟାଲ ଲାଗୁନ ଆପାର୍ଟମେଣ୍ଟରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସତ୍ୟନଗର ଲେଡିସ୍ ଫୋରମର ସଦସ୍ୟା ଶୋଭେଦିତା ରୟ, ଦାଭିନ୍ଦର କୈର, କାଜଲ ମହାପାତ୍ର ଓ…
Read More...
Read More...
ସୋମନାଥଙ୍କ ପୀଠରେ ଏକାଠିହେଲେ ସୋମନାଥପ୍ରେମୀ ଭକ୍ତ
ଭୁବନେଶ୍ୱର,ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର ପରିସରରେ ଶ୍ରାବଣମାସର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ…
Read More...
Read More...
ଅଲ ଓଡ଼ିଶା ମିନିଟ୍ରକ ଆସୋସିଏସନ୍ ପକ୍ଷରୁ ରଷ୍ଟ୍ରପତିଙ୍କ ସ୍ୱାଗତ ଉତ୍ସବ
ଭୁବନେଶ୍ୱର, – ଓଡିଶା ଗଣତନ୍ତ୍ର ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା…
Read More...
Read More...
ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ କ୍ୟାନ୍ସର୍ ପିଡ଼ିତଙ୍କୁ ଆର୍ଥିକ ସହାୟତା
ଭୁବନେଶ୍ୱର : ଦେଶର ପ୍ରମୁଖ ସମାଜ କଲ୍ୟାଣ ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ତରଫରୁ ଡ଼ି.ଏମ୍ ସ୍କୁଲ୍ ଆଲୁମୁନି ଆସୋସିଏସନ୍ର ସହାୟତାରେ ଭୁବନେଶ୍ୱର ୱାର୍ଡ଼ ନଂ-୧୧ର ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ କ୍ୟାନ୍ସର୍ ପିଡ଼ିତଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା…
Read More...
Read More...
ଗାଁ କୁ ମାଡି ଆସିଲା ସମୁଦ୍ର
ଜଗତସିଂହପୁର : ତିନିଦିନ ହେଲାଣି ଜଗତସିଂହପୁର ଜିଲାର ବିଭିନ୍ନ ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘୁଛି। କେଉଁଠି ଗାଁ ଭିତରେ ସମୁଦ୍ର ପାଣି ପ୍ରବେଶ କରିଛି ତ ଆଉ କେଉଁଠି ଶହ ଶହ ଏକର ଜମିରେ ପାଣି ମାଡ଼ିଯାଇଛି। ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଜୁଆରିଆ ଥିବାବେଳେ ଲଘୁଚାପ ଯୋଗୁଁ…
Read More...
Read More...
ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ବାର୍ଷିକ ନିର୍ବାଚନ
ଭୁବନେଶ୍ୱର ; ଶୈଳଶ୍ରୀ ବିହାର ଫେଜ ଦୁଇରେ ୮୮୮ଟି ପରିବାରକୁ ନେଇ ଗଠିତ ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ସାଧାରଣ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କମୁନିଟି ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ବିଗତ ଦିନର ଉନ୍ନତି…
Read More...
Read More...
ମା ମଙ୍ଗଳା ବସ୍ତିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି ହେଉଥିବା…
Read More...
Read More...
ବିଏମସି ଭେଣ୍ଡିଙ୍ଗ ଜୋନ କମିଟିରେ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ଦାୟିତ୍ୱ
ଭୁବନେଶ୍ୱର ; ଭୁବନେଶ୍ୱର ମହାନଗର ନିଗମ ଭେଣ୍ଡିଙ୍ଗ ଜୋନ୍ କମିଟିରେ ଏକମାତ୍ର କର୍ପୋରେଟର ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କୁ ମିଳିଛି ନୂଆ ଦାୟିତ୍ୱ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏକ ୧୨ ଜଣିଆ ଭେଣ୍ଡିଙ୍ଗ ଜୋନ କମିଟି…
Read More...
Read More...