banner
Breaking

ଗାଁ କୁ ମାଡି ଆସିଲା ସମୁଦ୍ର

0

ଜଗତସିଂହପୁର :  ତିନିଦିନ ହେଲାଣି ଜଗତସିଂହପୁର ଜିଲାର ବିଭିନ୍ନ ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘୁଛି। କେଉଁଠି ଗାଁ ଭିତରେ ସମୁଦ୍ର ପାଣି ପ୍ରବେଶ କରିଛି ତ ଆଉ କେଉଁଠି ଶହ ଶହ ଏକର ଜମିରେ ପାଣି ମାଡ଼ିଯାଇଛି। ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଜୁଆରିଆ ଥିବାବେଳେ ଲଘୁଚାପ ଯୋଗୁଁ ଅଧିକ ଜୁଆରିଆ ହୋଇଛି। ଫଳରେ ତଟବର୍ତ୍ତୀ ଇଲାକାରେ ରହୁଥିବା ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.