banner
Breaking
Browsing Category

ଜିଲ୍ଲା

ପୂର୍ବତନ ପ୍ରାଧ୍ୟାପକ ବିଜୟ କୁମାର ସାହୁଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡ଼ା : ଆଳି ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ କରିବାରେ ସେ ନେଇଥିଲେ ଅଗ୍ରଣୀ ଭୂମିକା। ଶିକ୍ଷାର ପ୍ରସାର ପାଇଁ ସେ ସଦାସର୍ବଦା ତତ୍ପର ଥିଲେ। ଗରୀବ ମେଧାବୀ ବିଦ୍ୟାର୍ଥୀ ଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସେ ଥିଲେ ଜଣେ ସମର୍ଥ…
Read More...

ଲେଡି ପ୍ରୋଟେକ୍ଟ ଟିମ୍‌ର ନବମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍‌ର ନବମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଟିମ୍‌ର ସଭାପତି ରମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ…
Read More...

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ

ଭୁବନେଶ୍ୱର : କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ ବିଶ୍ୱବ୍ୟାପୀ…
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଉତ୍ସବ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନିୟୁ ଗମେଣ୍ଟ କଲୋନୀ ସ୍ଥିତ ଓ୍ବାର୍ଡ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ…
Read More...

ହୋଲିରେ ମୋ ବସ୍ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର : ହୋଲିରେ ମୋ ବସ ଚଳାଚଳ ବନ୍ଦ ରହିବ । ବୁଧବାର ପୂର୍ବାହ୍ନରେ ରାଜଧାନୀ ଓ ରାଉରକେଲାରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ । ତେବେ ଏହା ଅପରାହ୍ନରେ କାର୍ଯ୍ୟକ୍ଷମ ହୋଇଯିବ। ଏନେଇ କ୍ରୁଟ୍‌ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ଏ ନେଇ ସୋସିଆଲ ମିଡିଆରେ ସଂଶୋଧିତ ସାରଣୀ…
Read More...

ଦିଶା ଓଡ଼ିଶା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର :ଦିଶା ଓଡ଼ିଶା ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଏଲ୍‌ଆଇସି ଛକସ୍ଥିତ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦ଜଣ ମହିଳାଙ୍କୁ ‘ଏମ୍‌ପାଓ୍ବାର ଅଫ୍‌…
Read More...

ପିଲାଙ୍କ ଭୋଜନାଳୟ ଗୃହର ଶିଳାନ୍ୟାସ

ଭୁବନେଶ୍ୱର : ଆଚାର୍ଯ୍ୟ ବିହାର ନିକଟସ୍ଥ ଆର ଆର ଏଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲା ମାନଙ୍କ ପାଇଁ ଭୋଜନାଳୟ ଗୃହ କାର୍ଯ୍ୟର ଶିଳାନ୍ୟାସ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପାଣ୍ଠିରେ ନିର୍ମିତ ହେବାକୁ ଥିବା ଏହି ଗୃହର…
Read More...

ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଗଜପତି ନଗର ଠାରେ ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ବିଧାୟକ

ଭବାନୀପାଟଣା : କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରବିବାର ଦ୍ବିତୀୟ ବିବାହ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ…
Read More...

ନୀଳାଦ୍ରି ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୨: ଭୁବନେଶ୍ୱର ମହାନଗର ନିଗମ ୧୪ ନମ୍ବର ଓାର୍ଡର ନୀଳାଦ୍ରି ବିହାର ସେକ୍ଟର ୫ ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ…
Read More...