ଭୁବନେଶ୍ବର ରନଓ୍ବେ ଓ୍ବିକ୍ ସିଜିନ୍-୧୨ ପୋଷାକରେ ପ୍ରଦର୍ଶିତ ହେଲା ଭାରତୀୟ କଳାକୃତି
ଭୁବନେଶ୍ୱର: ଉତ୍ସବରେ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ମନରେ ଥାଏ ଉତ୍ସାହ । ପାର୍ବଣରେ ବିଭିନ୍ନ ସୁନ୍ଦର ପୋଷାକ ପରିଧାନ କରି ନିଜକୁ ସୁନ୍ଦର ଦିଶିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ପୋଷାକକୁ ଆକର୍ଷଣୀୟ କରିବା ନିମନ୍ତେ ଫ୍ୟାଶନ୍ ଡ଼ିଜାଇନରମାନେ ଦେଇଥାନ୍ତି ନୂଆ ନୂଆ ରୂପ । ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆଡିକ୍ସନ ଫ୍ୟାସନ ମ୍ୟାନେଜମେଣ୍ଟ ପକ୍ଷରୁ ଭୁବନେଶ୍ବର ରନଓ୍ବେ ଓ୍ବିକର ୧୨ତମ ସଂସ୍କରଣ ସ୍ଥାନୀୟ ଏକ ତାରକା ହାଟେଲରେ ଅନୁଷ୍ଠିତ ହାଇଯାଇଛି । ନିର୍ଦ୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ସଂସ୍କରଣରେ ୧୨ ଡ଼ିଜାଇନର ନିଜର ଭଳିକି ଭଳି ଡ଼ିଜାଇନ ପ୍ରଦର୍ଶିତ କରିଥିଲେ । ଭୁବନେଶ୍ବର ରନ୍ ଓ୍ବିକରେ ଯୋଗଦେଇଥିବା ଡ଼ିଜାଇନରମାନଙ୍କ ମଧ୍ୟରେ ମୌହିତ୍ କୁମାର ସାଚଦେବ ବ୍ରାଣ୍ଡରେ ମୌହିତ୍ ସାଚଦେବ କକଟେଲ ଡ୍ରେସ ଠାରୁ ଆରମ୍ଭ କରି ବିସ୍ତୃତ ବେସ୍ପାକ ଗାଉନ ପର୍ଯ୍ୟନ୍ତ ଷ୍ଟାଇଲ୍ ପୁଣି ସନ୍ଧ୍ୟାକାଳୀନ ପୋଷାକ ଏବଂ ଚିକ୍ ପୋଷାକ ପିନ୍ଧିଥିଲେ । ଯାହା ବେଶ ଆକର୍ଷଣୀୟ ଲାଗୁଥିଲା। ଲେବେଲ୍ ସୁରିୟଲ ବ୍ରାଣ୍ଡର ଅର୍ପିତା ସାମଲ ଛୋଟ ପିଲାଙ୍କ ପାଇଁ ହାଲକା କପଡା ଏବଂ ସୁନ୍ଦର ଗ୍ରୀଷ୍ମକାଳୀନ ବିବାହ ପୋଷାକ ପିନ୍ଧିଥିଲେ। ଯାହା ଛୋଟ ପିଲାମାନଙ୍କୁ ସୌନ୍ଦର୍ଯ୍ୟ ଏବଂ ଶୈଳୀ ସହିତ ଚମକାଇବା ପାଇଁ ଡିଜାଇନ୍ କରାଯାଇଥିଲା। ଏନଆଇଏଫ୍ ଗ୍ଲୋବାଲ ଭୁବନେଶ୍ବର ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଡିଜାଇନରେ ସଂଗ୍ରହ ଧାତୁମୟ ଚମକ, ଚମକଦାର କପଡ଼ା ଏବଂ ସଂରଚିତ ସିଲୁ ଏଟର ଛାପ ଦେଖିବାକୁ ମିଳିଥିଲା। ମହିଳାଙ୍କ ପାଇଁ ଡିଜାଇନ୍ ହୋଇଥିବା ସେଲେଷ୍ଟିୟାଲ୍ ଗ୍ଲିମ୍ କକଟେଲ ପୋଷାକ ଆକର୍ଷଣୀୟ ଥିଲା। ଇରାନୀ ମିତ୍ର ବ୍ରାଣ୍ଡର ଇରାନୀ ମିତ୍ରଙ୍କ ଡିଜାଇନରେ ରାଜକୀୟ ସିଲୁଏଟ୍ ସଂଗ୍ରହ, ଆଧୁନିକ ବଧୂଙ୍କ ପସାପାଲି ବେଶ ଚମକଦାର ଥିଲା। ଲେବେଲ ସାକ୍ଷୀ ବିନ୍ଦ୍ରା ବ୍ରାଣ୍ଡର ଲେବେଲ ସାକ୍ଷୀ ବିନ୍ଦ୍ରା ବଲିଉଡରେ ନିଜର ଛାପ ସୃଷ୍ଟି କରିଛନ୍ତି। ତାଙ୍କ ଡିଜାଇନର ଉତ୍କୃଷ୍ଟ ଗାଉନ୍, ରିସର୍ଟ ପୋଷାକ ଭାରତୀୟ ଛାପ ଦେଖିବାକୁ ମିଳିଥିଲା। ଭିକା ବ୍ରାଣ୍ଡର ଅରବିନ୍ଦ ଆମପୁଲ୍ଲା ବିବାହ ଋତୁ ପାଖେଇ ଆସୁଥିବାରୁ ତାଙ୍କ ଡିଜାଇନ ଦ୍ବାରା ପ୍ରସ୍ତୁତ ଭାରତୀୟ କାଞ୍ଜିଭରମ୍, ପୈଠାଣୀ, ବନାରସୀ, କୋଟା, ଉପଡା, ଖଦି ଏବଂ ମସଲିନ୍ ଭଳି ପାରମ୍ପରିକ ପୋଷାକ ପ୍ରଦର୍ଶିତ କରିଥିଲେ । ସେହିପରି ଓ୍ବାଓମାନିଆ ହ୍ୟାଣ୍ଡଲୁମର ଡିଜାଇନର ଏକତା ଆଗୌରି ଭାରତୀୟ ଡିଜାଇନର୍ ବ୍ରାଣ୍ଡ ଯାହା ଆଧୁନିକ ସୌନ୍ଦର୍ଯ୍ୟ ସହିତ ପରମ୍ପରାକୁ ନିରନ୍ତର ଭାବରେ ମିଶ୍ରଣ କରେ। ଏହାର ଉତ୍କୃଷ୍ଟ ହସ୍ତତନ୍ତ ରେଶମ ଡିଜାଇନ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତାଙ୍କ ପୋଷାକରେ ଭାରତୀୟ ଐତିହ୍ୟ ପ୍ରତିଫଳିତ ହୋଇଥିଲା। ଲେବେଲ ପାରୁଲ ଖୈତାନ ବ୍ରାଣ୍ଡର ଡିଜାଇନର ପାରୁଲ ଶୈତାନଙ୍କ କଳାରଙ୍ଗର ପୋଷାକ ବେଶ ସୁନ୍ଦର ଦିଶୁଥିଲା। ସୃଜନଶୀଳତା ଓ କାରିଗରଙ୍କ ବଛା ବଛା ସୁକ୍ଷ୍ମ ଡିଜାଇନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହରିଶ ଅକିସେଟ୍ଟୀ ବ୍ରାଣ୍ଡର ଡିଜାଇନର ହରିଶ ଅକିସେଟୀଙ୍କ ଜଟିଳ କାରୁକାର୍ଯ୍ୟ ଏବଂ ସ୍ପନ୍ଦନଶୀଳ ରଙ୍ଗ ପ୍ୟାଲେଟ୍ ପାଇଁ ପ୍ରସିଦ୍ଧ। ପ୍ରତ୍ୟେକ ଖଣ୍ଡରେ ଗ୍ଲାମରର
ସ୍ପର୍ଶ ରହିଥିଲା। ଶ୍ରୁନି ରେଡ୍ଡୀ କଉଚର ବ୍ରାଣ୍ଡର ଡିଜାଇନର ଶ୍ରୁନି ରେଡ୍ଡୀ ତାଙ୍କ ଡିଜାଇନ୍ ବିବାହ ଓ ବିଶେଷ ଅବସରରେ ଗ୍ଲାମର୍ସର ସ୍ପର୍ଶ ରହିଥାଏ। ରାମ୍ପରେ ତାଙ୍କର ଜଟିଳ ଡିଜାଇନ୍ ସହିତ ରୂପା ଏବଂ ସୁନାର ଚମକ ଦେଖିବାକୁ ମିଳିଥିଲା। ଭୋଗି କଉଚର ବ୍ରାଣ୍ଡର ସୌମ୍ୟା ସାଲିନୀଙ୍କ ଡିଜାଇନ୍ ବେଶ ଆକର୍ଷଣୀୟ ଏବଂ ଚମକଦାର ଥିଲା।
ଶେଷରେ ଦୁହିତା ମାନବଙ୍କ ଡିଜାଇନ୍ ପ୍ରଦର୍ଶିତ ହୋଇଥିଲା। ଦୁହିତା ମାନବ ଭୁବନେଶ୍ବରରେ ପ୍ରମୁଖ ବ୍ରାଇଡାଲ କଉଚର ଷ୍ଟୋର। ପୁରୁଷ ଓ ମହିଳାଙ୍କ ପାଇଁ ବଛା ବଛା ବିବାହ ପୋଷାକ ଲେହେଙ୍ଗା, ଶାଢୀ, ସେରଓ୍ବାନୀ, ଗାଉନ୍ ସହ ଅନ୍ୟ ପୋଷାକରେ ଡିଜାଇନରମାନେ ରାମ୍ପରେ ଚାଲିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ ।

ontc0g
c27hwx
Quick look at h2bt – seems to be pointing towards some decent betting platforms. Worth a check if you’re exploring different options. Take a look at: h2bt
Trying to log into Luvabet and this login page seems pretty straightforward. No weird glitches or redirects like some other sites I’ve used! That’s always a win! Fingers crossed the rest of their site is as smooth and reliable. Time to log-in : luvabetlogin
What’s up, gamers?! Gameiwin’s been my go-to lately. Quick payouts and lots of variety. Give it a go!: gameiwin
Yo, been playing on fun605 a while now, solid platform, no complaints! Check it out fun605.
Decided to give hello88bet a whirl. Registration was easy peasy and the site is pretty clean. Fingers crossed for some wins. You may want to give a try. hello88bet
I’m really enjoying 66b1. Their website is great, and I found the games selection pretty good, and the bonuses are a nice little perk. Had a decent time overall! See what they offer: 66b1
88vv1 – alright, not bad actually. It has a pretty modern feel to it. I had no problem finding what I was looking for. Give it a shot: 88vv1
I found the jl4login process super simple. No hiccups, no errors, just a smooth login. I appreciate that they didn’t over-complicate things! jl4login
1m94ig