banner
Breaking

ନୀଳାଦ୍ରି ବିହାରରେ ମିନି ପାର୍କର ଭିିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଆଠ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ରାମ ମନ୍ଦିର ସମ୍ମୁଖରେ ଏକ ମିନି ପାର୍କର ଭିିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ୮ ନମ୍ବର ଓ୍ବାର୍ଡର କର୍ପୋରେଟର ଲାଲ ମୋହନ ଟୁଡୁ ଓ ଯୁବନେତା ତଥା…
Read More...

ମା ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଏକ ସ୍ଥିତ ମା ତାରିଣୀ ମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଏକ ଦିନାତ୍ମକ ଧାର୍ମିକ ଉତ୍ସବରେ ସକାଳ ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ…
Read More...

ଅନୁପ ସାଏଙ୍କୁ ମିଳିଲା ଜାମିନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । କଳ୍ପନା-ବବ୍‌ଲି ହତ୍ୟା ମାମଲାରେ ଛତିଶଗଡ଼ ଉଚ୍ଚନ୍ୟାୟାଳୟ ଅନୁପଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାଯାଇଛି । ଗୁରୁବାର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ…
Read More...

ଧାମନଗର ନିର୍ବାଚନରେ ୬୬.୬୩ ପ୍ରତିଶତ ମତଦାନ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ ପ୍ରକ୍ରିୟା। ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମୋଟ ୬୬.୬୩ ପ୍ରତିଶତ ମତଦାନ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିଥିଲା। ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ…
Read More...

ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର : ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତିରେ ବାଉଁଶ ପଶି ଯାଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍‍ସ ଡାକ୍ତର ଦେଲେ ନୂଆ ଜୀବନ। ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼…
Read More...

ବଜାରରେ ମାରୁତି ସୁଜୁକିର ନୂଆ ଗ୍ରାଣ୍ଡ୍ ଭିଟାରା

ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ବଜାରକୁ ନୂଆ ଗ୍ରାଣ୍ଡ୍ ଭିଟାରା ର ପ୍ରବେଶ ହୋଇଛି । ଭୁବନେଶ୍ୱର ଗଜପତି ନଗର ସ୍ଥିତ ତୁସି ମୋଟର୍ସ ନେକ୍ସା ସୋରୁମ୍ ପରିସରରେ ବଲିଉଡ଼୍ ନୀଲମ୍ କୋଠାରୀ ଉପସ୍ଥିତ ରହି ଯାନଟିକୁ ବଜାର ପ୍ରବେଶ କରାଇଥିଲେ । ଏହି ଅବସରରେ ସେ…
Read More...

ଡିସେମ୍ବର ୧ ରୁ ଗୁଜରାଟର ନିର୍ବାଚନ

ନୂଆଦିଲ୍ଲୀ,୩।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଛି। ଗୁଜୁରାଟରେ ୧୮୨ ବିଧାନସଭା ଆସନ ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ରେ ୮୯ ଟି ବିଧାନସଭା ଆସନ ଏବଂ ଡିସେମ୍ବର ୫ ରେ ୯୩ ଟି ଆସନ…
Read More...

୨୪ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ନଭେମ୍ବର ୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍‌ ୩୩ଟି କାର୍ଯ୍ୟ ଦିବସ ରହିବ। ଏହି ଅଧିବେଶନର ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍‌ ଆଗତ କରିବେ। ଏଥିପାଇଁ…
Read More...

ଆଜି ଧାମନଗର ନିର୍ବାଚନ, ଚାଲିଛି ମତଦାନ

ଧାମନଗର,୨।୧୧ : ଭଦ୍ରକ ଜିଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ମତଦାତାମାନେ ଧାଡ଼ିରେ ଆସି ପରିଚୟପତ୍ର ଦେଖାଇ ଭୋଟ ଦେଉଛନ୍ତି। ପ୍ରକାଶ ଯେ,…
Read More...

ୟୁବେଏୟୁ ଆଡଭାନ୍ସଡ ଆଷ୍ଟେଟିକ୍ସ ସହ ସୁମନ ଜାଲାଫଙ୍କ ସହବନ୍ଧିତ

ଭୁବନେଶ୍ବର: ଓଡିଶାର ସବୁଠାରୁ ପ୍ରିମିୟମ୍ ଆଷ୍ଟେଟିକ୍ସ କ୍ଲିନିକ୍ ୟୁବେଏୟୁ ପ୍ରଥମ ଥର ପାଇଁ ଲଣ୍ଡନର ପ୍ରସିଦ୍ଧ ବ୍ରୋ ଏକ୍ସପର୍ଟ ସୁମନ ଜାଲଫଙ୍କୁ ଭୁବନେଶ୍ୱରକୁ ଆମନ୍ତ୍ରିତ କରିଛି। ଏହି ଅବସରରେ ସହବନ୍ଧିତ କରିବାକୁ ଘୋଷଣା କରିଛି ୟୁବେଏୟୁ। ଏହି ସମୟରେ ୟୁବେଏୟୁର ପ୍ରତିଷ୍ଠାତା…
Read More...