banner
Breaking

ଫ୍ୟୁଚର ଓଡିଶା ପକ୍ଷରୁ ନିଆରା ଢଙ୍ଗରେ ନବବର୍ଷ ପାଳିତ

ଭୁବନେଶ୍ୱର,୧ା୧ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ୟୁଚର ଓଡିଶା ପକ୍ଷରୁ ନୂତନ ବର୍ଷ ୨୦୨୩ କୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଅଜି ପ୍ରେସ ଛକ ନିକଟରେ ଥିବା ଓପନ ଲର୍ଣିଙ୍ଗ ସ୍କୁଲରେ ଦିବ୍ୟାଙ୍ଗ ପିଲାଙ୍କ ଗହଣରେ କେକ୍ କାଟି ନାଚ ଗୀତ କରି ନୂଆବର୍ଷ ଉତ୍ସବ ପାଳନ କରାଯାଇଥିଲା ।…
Read More...

ଭାରତରେ ଆଜି ତିନିଥର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି । ସେଣ୍ଟରର ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା…
Read More...

ପଞ୍ଚାୟତରେ ଖୋଲିବ ଜନଔଷଧି କେନ୍ଦ୍ର

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଆୟୁଷ ବିଭାଗ ଦ୍ୱାରା ୨୦୧୭ରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଦେଶରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଦେଶର ୭୬୬ ଟି ଜିଲା ମଧ୍ୟରୁ ୭୪୩ ଟି ଜିଲାରେ ୧୦ ହଜାର ଜନଔଷଧି…
Read More...

ଶ୍ରୀମନ୍ଦିରରେ ମୋବାଇଲ ପ୍ରବେଶ ଉପରେ କଟକଣା

ପୁରୀ,୧ା୧ : ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍‌ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନ ନେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।…
Read More...

ନବବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧(ବ୍ୟୁରୋ): ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଇଂରାଜୀ ନବବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି, ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ। ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ…
Read More...

ବିଡ଼ିଏ, ବିଏମ୍‌ସି ପ୍ରତିଶ୍ରୁତି ପାଳନ ନ କଲେ ଆନ୍ଦୋଳନ ଜୋରଦାର ହେବ-ପ୍ରତାପ ସାହୁ

ଭୁବନେଶ୍ୱର, : ବିଶ୍ୱ ହକି କପ୍ ପାଇଁ ବିଡିଏ, ବିଏମ୍‌ସି ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ, ସମ୍ବିଧାନର ଧାରା ଓ ଉଠାଦୋକାନୀ ଆଇନକୁ ଉଲଙ୍ଘନ କରି ୧୫ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ଓ ୧ଲକ୍ଷ ଲୋକ ପ୍ରଭାବିତ ହେବା ପ୍ରତିବାଦରେ ଆଜି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍…
Read More...

୨୪ ତମ ସମାଜମଙ୍ଗଳ ହୁଣ୍ଡିରୁ କର୍କଟ ପିଡ଼ିତ ଶୁଭ୍ରାଂଶୁ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଳ୍ପନା ଛକଟୋକା ସଙ୍ଘ ।

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ କଳ୍ପନା ଛକଟୋକା ସଙ୍ଘର ୨୪'ତମ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ କଳ୍ପନା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ହୁଣ୍ଡିରୁ ଆଦାୟ ମୋଟ ୧୮ ହଜାର ୩୩୫ ଟଙ୍କା ଅର୍ଥରାଶି ଖୋର୍ଦ୍ଧା ବୋଲଗଡ଼ ବେଗୁନିଆ ଅଞ୍ଚଳର ୧୮ ବର୍ଷର କର୍କଟ…
Read More...

ପୁରୀ ବଡ଼ଦାଣ୍ଡରେ ଦୋକାନ ଦୁଇଦିନ ବନ୍ଦ ରହିବ

ପୁରୀ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ…
Read More...

ଓଟିଟିରେ ରିଲିଜ ହେବ ଦୃଶ୍ୟମ୍-୨

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ହୋଇପାରିଛି। ଏହି ସସପେନ୍ସ ଥ୍ରୀଲର ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏଥିସହିତ ଦର୍ଶକ ଫିଲ୍ମର ଓଟିଟି ରିଲିଜ୍‌କୁ ଉତ୍ସାହିତ ସହିତ ଅପେକ୍ଷା କରିଥିଲେ। ଏଭଳି…
Read More...

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

ଭୁବନେଶ୍ବର,୩୦ା୧୨(ବ୍ୟୁରୋ): ନୂଆବର୍ଷରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଲାଗି ଭେଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ ଭୋଗୀ ଏଥିରେ…
Read More...