banner
Breaking

ସାଧାରଣ ବଣ୍ଟନ ବ୍ୟବସ୍ଥା ସୁପରିଚାଳନାରେ ଓଡ଼ିଶା ନମ୍ବର ୧

ଭୁବନେଶ୍ବର : ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁପରିଚାଳନାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଆସୁଛି। କେନ୍ଦ୍ର ସରକାରଙ୍କ(୨୦୨୨) ଦ୍ୱାରା ପ୍ରକାଶିତ ସଦ୍ୟତମ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରାଜ୍ୟ ମାନ୍ୟତା ସୂଚକାଙ୍କରେ ଦେଶର ୧ ନମ୍ବର ରାଜ୍ୟ ଭାବେ…
Read More...

ସୈାରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ : ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ‘ଡାଇରେକ୍ଟର ଅଫ୍‌ କ୍ରିକେଟ୍‌’ ନିଯୁକ୍ତ କରାଯାଇଛି। ଗାଙ୍ଗୁଲି ଦିଲ୍ଲୀ ଫ୍ରାଞ୍ଚାଇଜରେ ଯୋଗ ଦେଇସାରିଛନ୍ତି ଏବଂ ଦିଲ୍ଲୀର ତାଲିମ ଶିବିରରେ ମଧ୍ୟ ଉପସ୍ଥିତ ଅଛନ୍ତି,…
Read More...

ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦି ବଡ଼ ଦାବିଦାର : ଟୋକେ

ନୂଆଦିଲ୍ଲୀ : ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ ଦାବିଦାର ବୋଲି ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକୁ ପ୍ରଶଂସା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ନୀତି ଯୋଗୁ ଭାରତ ଏକ…
Read More...

ଅନଲାଇନରେ ଔଷଧ କିଣୁଥିଲେ ସାବଧାନ

ନୂଆଦିଲ୍ଲୀ : ଆପଣ ଯଦି ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ ଦୋକାନ ପାଇଁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶରେ ଅନଲାଇନରେ କାର୍ଯ୍ୟ କରୁଥିବା ସମସ୍ତ ଦୋକାନକୁ ବନ୍ଦ କରିବା ପାଇଁ…
Read More...

ଆଜିଠାରୁ ଡ୍ରାଇଭର ମହାସଂଘର ଷ୍ଟିୟରି° ଛାଡ ଆନ୍ଦୋଳନ

ଭୁବନେଶ୍ୱର : ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ।…
Read More...

ଅନଲାଇନ ଆଧାର ସଂଶୋଧନ ଏବେ ମାଗଣା

ଭୁବନେଶ୍ୱର : ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିଛି ଦିନ ପାଇଁ ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଛି ୟୁଆଇଡିଏଆଇ । ଏହା କେବଳ ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଲାଗୁ ହୋଇଛି । ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି…
Read More...

ଭାରତ ଜିତିଲା ଦୁଇ ଓସ୍କାର ଆଓ୍ବାର୍ଡ

ମୁମ୍ବାଇ: ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଓସ୍କାର ଆଓ୍ବାର୍ଡ ଘୋଷଣା କରାଯାଇଛି। ଏଥିରେ ଭାରତ ଦୁଇଟି ପୁରସ୍କାର ଜିତିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ସେହିପରି ‘ଦ…
Read More...

ଏକ୍ସନମୋବିଲର ନେକ୍ସଟ ଜେନେରେସନ ମୋବିଲ୍ ୧ଇଞ୍ଜିନ ଅଏଲ୍ ଚାମ୍ପିୟନସିପ ବିଜେତା କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ

ଏକ୍ସନମୋବିଲ୍ ଆଜି ଏହାର ଅଲ୍ଟିମେଟ୍ ଫୁଲ୍ ସିନ୍ଥେଟିକ୍ ଇଞ୍ଜିନ୍ ଅଏଲ୍ ମୋବିଲ୍ ୧ ଟ୍ରିପଲ୍ ଆକ୍ସନ ପାୱାର + ର ଶୁଭାରମ୍ଭ କରିଛି । ଏହାକୁ ସ୍ୱତନ୍ତ୍ର ଭାବରେ କାର ମାଲିକ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହା ସହାୟତାରେ ସେମାନେ ସେମାନଙ୍କର ଗାଡ଼ିର କ୍ଷମତାକୁ ବୃଦ୍ଧି କରିପାରିବେ ଓ ଏହା…
Read More...

ରୁଷିଆ ୟୁକ୍ରେନ ଯୁଦ୍ଧ ଗୋଟିଏ ଦିନରେ ଶେଷ ହୋଇଥାନ୍ତା: ଟ୍ରମ୍ପ

ଓ୍ବାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ କ୍ଷମତାରେ ଥାଆନ୍ତେ, ତେବେ ଗୋଟିଏ ଦିନରେ ଏହି ଯୁଦ୍ଧ ଶେଷ କରିଥାନ୍ତେ। ଏଥିପାଇଁ ସେ ଏକ ଚୁକ୍ତି କରିଥାନ୍ତେ ବୋଲି…
Read More...

ଆଇସିସି ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ

ଅହମ୍ମଦାବାଦ୍‌ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ଲଗାତର ଦ୍ୱିତୀୟ ଥର ପାଇଁ ଭାରତ ଏହି ଉପଲବ୍ଧି ହାସଲ କରିଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଭାରତର ସ୍ଥାନ ନିଶ୍ଚିତ ହୋଇଛି। ଅଷ୍ଟ୍ରେଲିଆ ଫାଇନାଲରେ…
Read More...