ସମସ୍ତେ ଚେଷ୍ଟା କଲେ କରୋନା ଦୁରେଇଯିବ।
ବେଗୁନିଆ,୯/୧୦(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳଙ୍କ ଦ୍ୱାରା କୋଭିଡ-୧୯ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶୁକ୍ରବାର ବେଗୁନିଆ ବ୍ଲକ ଭିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ୨୧ଟି ପଞ୍ଚାୟତର ସରପଞ୍ଚମାନେ ଦୁଇଟି ପର୍ଯ୍ୟାୟରେ ଏହି ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ…
Read More...
Read More...