banner
Breaking

ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ଭାଜପା ମେଣ୍ଟ ୨୮୮ ଆସନରେ ଲଢିବ

ମୁମ୍ବାଇ,୧୯।୩ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହିତ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଅନ୍ୟ ସହଯୋଗୀ ଦଳ ରାଜ୍ୟର ସମସ୍ତ ୨୮୮ ବିଧାନସଭା ଏବଂ ୪୮ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।…
Read More...

ଝଡ଼ ବର୍ଷାରେ ୧୧ ଗୋରୁ ମୃତ

ଭୁବନେଶ୍ୱର : ଦୀର୍ଘ ୪ ମାସ ପରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁ ସମଗ୍ର ରାଜ୍ୟ ଥଣ୍ଡା ପଡ଼ିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବଲାଙ୍ଗୀର,…
Read More...

କିଟ୍‍ ପକ୍ଷରୁ ପଟିଆରେ ନିଯୁକ୍ତି ମେଳା

ଭୁବନେଶ୍ୱର, ୧୮ ।୩: ପଟିଆ ଗ୍ରାମ ମଙ୍ଗଳ ସମିତି ଆନୁକୂଲ୍ୟରେ ପଟିଆ ଗାଁରେ ଅନୁଷ୍ଠିତ ନିଯୁକ୍ତି ମେଳାରେ କିଟ୍‍ ପକ୍ଷରୁ ୧୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଶନିବାର ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

କରୋନା ଭଳି ବଢୁଛି ନୂତନ ଭାଇରସ୍

ନୂଆଦିଲ୍ଲ : ଦେଶରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ପାଉଛି। ତେବେ ମହାରାଷ୍ଟ୍ର ବର୍ତ୍ତମାନ ସମୟରେ ଏହି ଭାଇରସ କରୋନା ଭଳି ଦ୍ରୁତ ଗତିରେ ବଢୁଛି। ଏହାକୁ ନେଇ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ପୁଣି ଥରେ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି।…
Read More...

ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା

ଭୁବନେଶ୍ୱର : ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକ ହେଲା କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ନୟାଗଡ଼ ଓ ପୁରୀ। ଅନ୍ୟପକ୍ଷେ…
Read More...

୫ ଓ୍ବିକେଟରେ ଜିତିଲା ଇଣ୍ଡିଆ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ ମ୍ୟାଚ୍‌ର ହିରୋ ସାଜି କଠିନ ପରିସ୍ଥିତିରୁ ଦଳକୁ ବିଜୟୀ କରିବାରେ ସଫଳ ହୋଇଛନ୍ତି। ମ୍ୟାଚ୍‌ରେ…
Read More...

ବିରୋଧୀ ଦଳର ନେତା କୋର୍ଟରେ ହାଜର

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ କୋର୍ଟରେ ଶୁକ୍ରବାର ହଜାର ହୋଇଛନ୍ତି। ଜୟନାରାୟଣଙ୍କ ସହ ଆଉ ୧୨ ଜଣ ମଧ୍ୟ ହାଜର ହୋଇଥିବା ଜଣାପଡ଼ିଛି । ବିଜେପୁର ଦିଲେଶ୍ବର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କ ସହ ୧୨ଜଣ ସମ୍ପୃକ୍ତ ଥିବା ନେଇ ଅଭିଯୋଗ…
Read More...

ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଭୁବନେଶ୍ବର : ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ । ଏ ନେଇ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ସଭାପତି ପ୍ରଶାନ୍ତ ମୁଦୁଲି ସୂଚନା ଦେଇ କହିଛନ୍ତି, ୩ ମାସ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।…
Read More...

ଭତ୍ତା ବୃଦ୍ଧି ପାଇଁ ବିଧାନସଭାରେ ତିନି ଦଳର ସମର୍ଥନ

ଭୁବନେଶ୍ୱର: ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଶୁକ୍ରବାର ଦିନ ବିଧବା ଓ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ପେନସନ୍ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ବଢୁଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକମାନେ ଏହି ଦାବି…
Read More...

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା

ଭୁବନେଶ୍ୱର : କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା…
Read More...