banner
Breaking

୧୪ ନମ୍ବର ଓ୍ବାର୍ଡରେ ବର୍ଷକର ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ କର୍ପୋରେଟର ମୋନାଲିସା ସାହୁ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନକୁ ଏକବର୍ଷ ପୂରଣ ହୋଇଛି । ଗତବର୍ଷ ଅପ୍ରେଲ ୯ ତାରିଖରେ କର୍ପୋରେଟର ମାନେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ଠିକ୍ ଏକବର୍ଷ ପୁରିଛି । ଏହି ଏକବର୍ଷ କାର୍ଯୂକାଳ ମଧ୍ୟରେ କିଏ କେତେ କାର୍ଯ୍ୟ କରିଛନ୍ତି । ନିର୍ବାଚନ…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧିନରେ ସେକ୍ଟର ତିନି ଠାରେ ଚାଲୁଥିବା ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ନୀଳାଦ୍ରି ବିହାର ଦୁର୍ଗା ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ…
Read More...

ଲୋକଙ୍କ ସହିତ ରହି ସେବା କାର୍ଯ୍ୟ ଜାରି ରଖିବି ଏକ ବର୍ଷରେ ଉନ୍ନତି ମୂଳକ କାର୍ଯ୍ୟର ରିପୋର୍ଟ ଦେଲେ କର୍ପୋରେଟର…

ଭୁବନେଶ୍ୱର,୯ା୪(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ କର୍ପୋରେସନକୁ ଆଜି ଏକବର୍ଷ ପୂରଣ ହୋଇଛି । ଗତବର୍ଷ ଅପ୍ରେଲ ୯ ତାରିଖରେ କର୍ପୋରେଟର ମାନେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ଆଜି ଠିକ୍ ଏକବର୍ଷ ପୁରିଛି । ଏହି ଏକବର୍ଷ କାର୍ଯୂକାଳ ମଧ୍ୟରେ କିଏ କେତେ କାର୍ଯ୍ୟ…
Read More...

ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ଲକ୍ଷ୍ନୌ, ୭।୪: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୦ମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଲଢୁଆ ପ୍ରଦର୍ଶନ କରି ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଫଳରେ ଲକ୍ଷ୍ନୌ ୩…
Read More...

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଅପ୍ରେଲ୍‍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି। ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ। ଏହି ଦୁଇ ଦିନିଆ ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ…
Read More...

ଜନଭାଗିଦାରୀ ଗଠନରେ ଏମ୍‌ସ ଭୁବନେଶ୍ୱରର ଅଭିନବ ପ୍ରୟାସ, ସ୍ଥାନୀୟ ଅଞ୍ଚଳରେ ଆୟୋଜନ କଲା ସ୍ୱାସ୍ଥ୍ୟମେଳା

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ ଦୃଢ଼ୀଭୂତ କରିବା ସହିତ ସେମାନଙ୍କର ଭରସାକୁ ଚରିତାର୍ଥ କରି ଜନଭାଗିଦାରୀ ଗଠନ ଦିଗରେ ଅଭିନବ ପ୍ରୟାସ କରିଛି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଗୋଷ୍ଠୀ ନିକଟରେ ପହଞ୍ଚିବା ସହିତ ସହଜରେ…
Read More...

ବଢୁଛି ତାପମାତ୍ରା,ଆସନ୍ତା ଦୁଇଦିନ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ଷା କମିବା ସହ ଖରାତାତି ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟର ୩ ସହରରେ ତାମପାତ୍ରା ୩୯ ଡିଗ୍ରୀ ଓ ତାହାଠାରୁ ଅଧିକ ରହିଥିଲା। ରାଉରକେଲା ଓ ଝାରସୁଗୁଡ଼ାରେ ୩୯.୪ ଡିଗ୍ରୀ ସେଲସିୟସ୍‌ ଏବଂ ବାରିପଦାରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୮ ସହରର…
Read More...

ଓଡିଆରେ ନାମ ଫଳକ ନଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଏଣିକି ରାଜ୍ୟର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ଦିନିଆ ନୋଟିସ ପଠାଯିବ। ଏହାପରେ ଅନୁପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗୁରୁବାର ଓଡ଼ିଆ ଭାଷା, ସାହିତ୍ୟ ଓ…
Read More...

ବଢୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ସଂକ୍ରମଣ। ଶୁକ୍ରବାର ୬୦୫୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବିଗତ ଦିନରେ ମିଳିଥିବା ସଂଖ୍ୟା ତୁଳନାରେ ଏହା ପ୍ରାୟ ୧୩ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଦେଶରେ ଏବେ ସୁଦ୍ଧା ସକ୍ରିୟ ମାମଲା ବା ଚିକିତ୍ସିତ ସଂକ୍ରମିତଙ୍କ…
Read More...

ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ନବ ଦାସଙ୍କ ଝିଅକୁ ପ୍ରାର୍ଥୀ ଘୋଷଣା କରିବା ସହ ରଣନୀତିରେ ଆଗେଇ ଚାଲିଛି । ଉପନିର୍ବାଚନ ପାଇଁ ଦଳ ୩ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲା । ଆଜି…
Read More...