ସୈନିକ ସ୍କୁଲ ପରିସରରେ ୩୦ ନଡିଆ ଗଛ ଚାରା ରୋପଣ
ଭୁବନେଶ୍ୱର,: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ସେବାପକ୍ଷ ପାଳନ ଅବସରରେ ଶିଖରଚଣ୍ଡୀ ମଣ୍ଡଳ ପକ୍ଷରୁ ସୈନିକ ସ୍କୁଲ ପରିସରରେ ୩୦ ଟି ନଡିଆ ଗଛ ଚାରା ରୋପଣ କରାଯାଇଛି । ମଣ୍ଡଳ ସଭାପତି ବିଭୂତି ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...
Read More...