banner
Breaking

ଧର୍ମେନ୍ଦ୍ର ପ୍ରଧାନ ୨୬ ବିଶ୍ୱକର୍ମା ଗୁରୁଙ୍କୁ ସମ୍ମାନୀତ କଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ବିଭିନ୍ନ ଟ୍ରେଡର ବିଶ୍ୱକର୍ମା ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୧୮ ଟ୍ରେଡର ୨୬ ଜଣ ବିଶେଷଜ୍ଞ କାରିଗର ତଥା…
Read More...

ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାଓ୍ବାର

ଭୁବନେଶ୍ୱର : ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା…
Read More...

ସାମ୍ବାଦିକଙ୍କ ପିତୃ ବିୟୋଗ

ଭୁବନେଶ୍ୱର,୧୪।୧୦: ସମ୍ବାଦ ଖବରକାଗଜର ସାମ୍ବାଦିକ ବିଦ୍ୟାଧର ବାରିକ (ମଧୁ)ଙ୍କ ପିତା କୈଳାସ ଚନ୍ଦ୍ର ବାରିକଙ୍କର ଗତକାଲି ବିଳମ୍ବିତ ରାତିରେ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି। ୭୨ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି। ସେ ଜଣେ ମେଳାପି, ପରୋପକାରୀ, ମିଷ୍ଟଭାଷୀ, ସରଳ…
Read More...

ଶାନ୍ତି ଶୃଙ୍କଳା ଓ ପ୍ରଦୂଷଣ ମୁକ୍ତ ଦୁର୍ଗାପୂଜା ପାଇଁ ନିବେଦନ ଭୁବନେଶ୍ୱର ଶାନ୍ତି କମିଟି ବୈଠକ

ଚନ୍ଦ୍ରଶେଖରପୁର,୧୪।୧୦ : ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ କନଭେନସନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ସମସ୍ତ ପୂଜା କମିଟିକୁ ଶାନ୍ତି ଶୃଙ୍କଳାର ସହ ପୂଜା ପାଳନ କରିବା ଓ ପ୍ରଦୂଷଣ ମୁକ୍ତ ପୂଜା କରିବା ପାଇଁ…
Read More...

ଜେଏଲଆର ଇଣ୍ଡିଆର ରେକର୍ଡ, ୨୦୨୪ ପ୍ରଥମ ଅର୍ଦ୍ଧବାର୍ଷିକରେ ୨,୩୫୬ ୟୁନିଟ ବିକ୍ରି

୨୦୨୩ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ରେକର୍ଡ ବିକ୍ରି ସହିତ ଜେଏଲଆର ୨,୩୫୬ ୟୁନିଟ ବିକ୍ରି ଲକ୍ଷ୍ୟ ହାସଲ କରିଛି । ଏହା ସହିତ ପୂର୍ବ ବର୍ଷ ତୁଳନାରେ ସମାନ ସମୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଜେଏଲଆର ଇଣ୍ଡିଆ ସର୍ବଶ୍ରେଷ୍ଠ ଅର୍ଦ୍ଧବାର୍ଷିକ କାର୍ଯ୍ୟଦକ୍ଷତା ରିପୋର୍ଟ ହାସଲ କରିଛି ।…
Read More...

ନୀଳାଦ୍ରି ବିହାରରେ ସ୍ବଚ୍ଛତା ହିଁ ସେବା ଅଭିଯାନ

ଭୁବନେଶ୍ୱର : ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ବୁଦ୍ଧ ଜୟନ୍ତୀ ପାର୍କ ସମ୍ମୁଖରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଭାରତ ସ୍ୱାଧୀନତାର ମହାନାୟକ, ଅହିଂସା ପଥପ୍ରଦର୍ଶକ, ଜାତୀୟ ପିତା ମହତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସ ପାଳିତ…
Read More...

ଚଳିତ ପାର୍ବଣ ଋତୁରେ ଉପହାର ଦିଅନ୍ତୁ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏକ ପରମ୍ପରା ‘ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ’

ବିଶ୍ୱାସ, ଶୁଦ୍ଧତା ଏବଂ ପରମ୍ପରାର ସୁପରିଚିତ ନାମ ହେଉଛି ହାତୀ ବ୍ରାଣ୍ଡ କାଚି ଘାନି ସୋରିଷ ତେଲ । ଚଳିତ ପାର୍ବଣ ଋତୁରେ ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟର ଏହି ପରମ୍ପରାକୁ ଉପହାର ଦିଅନ୍ତୁ । ଏହା ଅତି ଯତ୍ନ ଏବଂ ସଠିକତା ସହିତ ପ୍ରସ୍ତୁତ । ଏହା କୋଲ୍ଡ ପ୍ରେସଡ ସୋରିଷ ତେଲ । ଏହା ଐତିହ୍ୟ ଏବଂ…
Read More...

ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

ନୂଆଦିଲ୍ଲୀ : ଦେଶରେ ଆଜି ଏକା ସାଙ୍ଗରେ ୯ଟି ରାଜ୍ୟକୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭିଡିଓ କନଫେରନ୍ସିଂ ଜରିଆରେ ଉଦାଘାଟନ କରିଛନ୍ତି । ଏହି ଉଦଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବନ୍ଦେ ଭାରତ…
Read More...

ଫାଇନାଲରେ ମହିଳା କ୍ରିକେଟ ଦଳ, ଭାରତର ବଢିଲା ପଦକ ସଂଖ୍ୟା

ଭୁବନେଶ୍ୱର,୨୪।୯: ଏସୀୟ ଗେମ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହୋଇଛି। ସେମିଫାଇନାଲ ମ୍ୟାଚରେ ବାଂଲାଦେଶକୁ ୮ ଉଇକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିଛି। ଭାରତର ବିଜୟର ହିରୋ ଦ୍ରୁତ ବୋଲର ପୂଜା ଥିଲେ। ସେ ୪ ଓଭରରେ ୧୭ ରନ ଦେଇ ୪ ଉଇକେଟ ନେଇଥିଲେ।…
Read More...